Take a fresh look at your lifestyle.

ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଯୁବବର୍ଗଙ୍କ ଲାଇନ

0 123

Get real time updates directly on you device, subscribe now.

ଢେଙ୍କାନାଳ: ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଲମ୍ବାଲାଇନ ଦେଖିବାକୁ ମିଳିଛି । ଯୁବବର୍ଗର ଲୋକ ମାନେ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରୁଛନ୍ତି ନୂଆ ଲୁକ ପାଇଁ । ସଦର ବ୍ଲକ ବଣସିଂହ ଗ୍ରାମ ପଞ୍ଚାୟତ ମାକେର୍ଟ କମ୍ପ୍ଲେକ୍ସରେ ରହିଛିି କମଳ ବାରିକଙ୍କ ସେଲୁନ । ସେ ସବୁ ସେଲିବ୍ରିଟ୍ ଷ୍ଟାଇଲ ରେ ଚୁଟି କାଟି ଯୁବ ବର୍ଗଙ୍କ ମନ ଜିଣି ସାରିଛନ୍ତି ।

ପ୍ରତିଦିନ ତାଙ୍କ ସେଲୁନ ରେ ତ ଭିଡ ଜମେ, ମାତ୍ର ନୂଆ ବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ ଏତେ ଭିଡ ଯେ,ତାଙ୍କୁ ୫ ଦିନ ହେଲା ଫୁରସତ ନାହିଁ । କମଳ ବାଙ୍ଗାଲୋର ରହି ହେୟାର ଷ୍ଟାଇଲ ଉପରେ ଅଧିକ ଅନୁଭୁତି କୁ ଏଠାରେ ପ୍ରୟୋଗ କରିବା ତାଙ୍କ ଗ୍ରାହାକ ମାନେ କୁହନ୍ତି । ୪୨ ବର୍ଷୀୟ କମଳ  ଗାଁରେ ପତ୍ନୀ ଓ ଦୁଇ ପିଲାଙ୍କ ସହ ରୁହନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.