Take a fresh look at your lifestyle.

ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଚୋରି

0 305

Get real time updates directly on you device, subscribe now.

ଭୁବନ : ଭୁବନ ବ୍ଲକ ମର୍ଥାପୁର ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଟିକୁ ଗତ କାଲି ରାତି ରେ କିଛି ଦୁର୍ବୃତ ମାନେ ଚୋରି କରି ନେଇଛନ୍ତି | ଚୋର ମାନେ ଗଛ ର ଗଣ୍ଡି କୁ ନେଇଯାଇ ଡାଳ ଛାଡି ଯାଇଛନ୍ତି |

ସ୍ଥାନିୟ ଲୋକ ଙ୍କ ର ଏଥି ରେ ହାତ ଥିବା ଅନୁମାନ କରାଯାଉଛି | ଶିବ ମନ୍ଦିର ପରିଚାଳନା କମିଟି ପୁଲିସ ରେ ଜଣାଇବାକୁ ବିଚାର ବିମର୍ଶ କରୁଛି | ଏହି କାମ ଯୋଗୁ ଗାଁ ରେ ଭକ୍ତ ମାନଙ୍କ ଭିତରେ ଅସନ୍ତୋଷ ଖେଳାଇ ଦେଇଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.