Take a fresh look at your lifestyle.

ବଳରାମ ଜୀଉ ଙ୍କ ମନ୍ଦିର ରେ ପୁତ୍ରଦା ଏକାଦଶୀ ପାଳିତ

0 21

ଢେଙ୍କାନାଳ: କୈବଲ ବଜାର ସ୍ଥିତ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ର ଦା ଏକାଦଶୀ ନୀତି ପାଳିତ ହୋଇଥିଲା l ପ୍ରାତଃ ରୁ ମଙ୍ଗଳଆଳତି କରାଯାଇ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି କରାଯାଇଥିଲା l

10.30 ରେ ଖେଚୁଡ଼ି, ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ରାତ୍ର ରେ ରାତ୍ର ଧୂପ, ମହାଦୀପ ଉପରକୁ ଉଠି ପାହାଡ ପଡ଼ିଥିଲା  ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ବୁନାଥ ପାହାପାତ୍ର, ଜିମାଦାର ବସନ୍ତ ରଥ ଙ୍କ ତତ୍ୱାବଧାନରେ ଏହି ପୁତ୍ରଦା ଏକାଦଶୀ ନୀତି ପାଳିତ ହୋଇଥିଲା   ହୋଇଯାଇଛି l

- Advertisement -

Leave A Reply

Your email address will not be published.