Take a fresh look at your lifestyle.

ନିମ୍ନମାନ ଓଦା ସିମେଣ୍ଟ ଇଟାରେ ନିର୍ମାଣ ଚାଲିଛି ବନବିଭାଗଙ୍କ କାର୍ଯ୍ୟାଳୟ

0 64

Get real time updates directly on you device, subscribe now.

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜର ଅଧୀନ କୁଟୁରିଆ ଫରେଷ୍ଟ ବିଟର ନୂତନ ଗୃହନିର୍ମାଣ ପାଇଁ ସରକାରଙ୍କ ତରଫରୁ ଠିକାସଂସ୍ଥାକୁ ନିର୍ମାଣ କରିବା ପାଇଁ ଅନୁମତି ମିଳିଛି ।

 କିନ୍ତୁ ଠିକା ସଂସ୍ଥା ନିମ୍ନମାନର ଓଦା ସିମେଣ୍ଟ ଇଟା ଆଣି ଘର ନିର୍ମାଣରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । କୋଠାଘର ନିର୍ମାଣ ପାଇଁ ଆସିଥିବା ଅଟକଳ ମୂଲ୍ୟ କେତେ ତାହା ମଧ୍ୟ ସୂଚନା ଫଳକ ଦେଖିବାକୁ ମିଳିଲା ନାହିଁ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକା ସଂସ୍ଥା କର୍ଣ୍ଣପାତ କରୁନଥିବାରୁ କୁଟୁରିଆ ଗ୍ରାମବାସି ଅଭିଯୋଗ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.