Take a fresh look at your lifestyle.

କାର୍ଯ୍ୟରେ ଯୋଗଦେଲେ ନୂତନ ବିଚାରପତି

0 6

Get real time updates directly on you device, subscribe now.

ଗଁଦିଆ : ଗଁଦିଆ ଜେ ଏମ ଏଫ ସି କୋର୍ଟରେ ଆଜି ନୂତନ ବିଚାରପତି ଭାବରେ ସୌରଭ ସାଗର ପ୍ରଧାନ ଯୋଗଦାନ କରିଛନ୍ତି ।  ପୂର୍ବରୁ ସେ ରାଉରକେଲା ରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ ।

ଏଠାରେ ପୂର୍ବରୁ କାର୍ଯ୍ୟରତ ବିଚାରପତି ବିଶ୍ୱ କଳ୍ପିତା ମହାନ୍ତି ପଦୋନ୍ନତି ପାଇଁ ବାରିପଦାକୁ ବଦଳି ହୋଇଯିବା ପରେ ତାଙ୍କ ସ୍ଥାନରେ ଶ୍ରୀ ପ୍ରଧାନ ନୂତନ ବିଚାରପତି ଭାବରେ ଯୋଗଦାନ କରିଛନ୍ତି ।

ପ୍ରଥମେ ଗଁଦିଆ ଓକିଲ ସଂଘ ପକ୍ଷରୁସଭାପତି ପ୍ରଦୀପ କୁମାର ସାହୁ ଓ ଆଇନିଜୀବୀ ବ୍ରିଜେଶ କୁମାର ରାଉତ, ବିଶ୍ୱନାଥ ନାୟକ ,ମାନସ କୁମାର ସାହୁ ,ହେମନ୍ତ କୁମାର ନାୟକ, ଜୟକୃଷ୍ଣ ସାହୁ, ପ୍ରକାଶ ମିଶ୍ର , ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ କୋର୍ଟ କର୍ମଚାରୀ ମାନେ ନୂତନ ବିଚାରପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.