Take a fresh look at your lifestyle.

ଯମୁନ।କୋଟ ଠାରେ ବାପୁଜୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ

0 200

Get real time updates directly on you device, subscribe now.

ଭୁବନ: ଯମୁନ।କୋଟ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ କର୍କ ବଲ କ୍ରିକେଟ୍ ଟୁର୍ନାମେଣ୍ଟ ଭୁବନ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି ।

ଉକ୍ତ ଉଦଘାଟନ ଉତ୍ସବରେ ଯମୁନକୋଟ ଗ୍ରାମ ପଞ୍ଚାୟତ ପୁର୍ବତନ ସରପଞ୍ଚ ନଟବର ସାହୁ , ବର୍ତ୍ତମାନ ର ସରପଞ୍ଚ  ଖୋଲଣା ରାଉତ, ଯୁବ ସମାଜସେବୀ  ରଞ୍ଜନ କୁମାର ରାଉତ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିଥିଲେ ।

ମୁଖ୍ୟବକ୍ତା ଭାବେ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର କ୍ରିକେଟ୍ ଖେଳରୁ ଆମେ ଶିଖିଥିବା ଧର୍ଯ୍ୟ, ଖେଳୁଆଡ ମନୋଭାବ ଓ ଶୃଙ୍ଖଳା ଆମ୍ଭକୁ କିପରି ବଞ୍ଚିବାର କଳାର ଅନୁକୂଳ ପ୍ରଭାଵ ରହିଛି । ତାହା ଯୁବ ସମାଜକୁ ଅବଗତ କରାଇଥିଲେ । ପ୍ରଥମ ମ୍ୟାଚ ଆଠଗଡ ଓ କାମାକ୍ଷାନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.