Take a fresh look at your lifestyle.

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ ‘ ନୂଆ-ଓ ‘ କ୍ରୀଡ଼ା ଉତ୍ସବ

0 15

ଢେଙ୍କାନାଳ – ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟରେ ‘ନୂଆ-ଓ’ ଆନୁକୂଲ୳ରେ ପୁଅ ଓ ଝିଅ ମାନଙ୍କର ଫୁଟ୍ ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ସହ କ୍ରୀଡ଼ାରେ ମନୋନିବେଶ କରିବାପାଇଁ କହିଥିଲେ।

ଆୟୋଜିତ କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବରାଳ,ମହାବିଦ୍ୟାଳୟର ନୋଡାଲ ଅଧିକାରୀ ଡ. ଅମୃତ ସେଠ, ଯୁକ୍ତତିନି କ୍ରୀଡା କାର୍ଯ୍ଯକ୍ରମର ମୂଖ୍ଯ ତପନ କୁମାର ସେଠୀ ଓ ଡ.ଅଦୈତ କୁମାର ସାହୁ ଓ ସମସ୍ତ ଅଧ୍ଯାପକ, ଅଧ୍ୟାପିକା ସାମିଲ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ

- Advertisement -

Leave A Reply

Your email address will not be published.