Take a fresh look at your lifestyle.
Daily Archives

December 12, 2023

ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ।

ଢେଙ୍କାନାଳ  - ପାଞ୍ଚ ଦଫା ଦାବିରେ ଆଜି ସାରା ଦେଶରେ ଗ୍ରାମୀଣ ଡ଼ାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେଥିରେ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ଡ଼ାକ ସେବକ ମାନେ ଯୋଡ଼ି ହୋଇଛନ୍ତି। ସଂଘର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଡ଼ାକ ଘରେ କାର୍ଯ୍ୟରତ ଡ଼ାକ…

ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ହାତୀ

ଗଁନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଉତ୍ତର,-ପଶ୍ଚିମ କଣ ପାଚେରୀ ଭାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପଶି ପ୍ରାୟ ଅଧଘଣ୍ଟା କାଳ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ଲୋକମାନେ ପାଟି ତୁଣ୍ଡ କରିବା…

ଅନୁସୂଚିତ ଜାତି ଲୋକଙ୍କୁ ରୁଙ୍ଗଟା କମ୍ପାନୀର ଠକେଇର ତଦନ୍ତ ଦାବିରେ ବିକ୍ଷୋଭ

ଢେଙ୍କାନାଳ : ଆଜି ମେରାମଣ୍ଡଳୀ କଲୋନୀ ସାହିର ଅନୁସୂଚିତ ଜାତି (ଉପଜାତି-ପାଣ) ବର୍ଗର ଲୋକମାନଙ୍କଠାରୁ ଦୀର୍ଘ ୧୪ ବର୍ଷ ତଳୁ ଜମି ନେଇ ଆଜି ପର୍ଯ୍ୟନ୍ତ ଜମିହରା ଏହି ଲୋକମାନଙ୍କ ପରିବାରରୁ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିଯୁକ୍ତି ନ ଦେବା, ଚାକିରୀ ମାଗିଲେ ମିଥ୍ୟା ଏତଲା ଦେଇ ପୁଲିସ…