Take a fresh look at your lifestyle.

ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ

0 33

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ର ରମେଶ ବାରିକଙ୍କୁ  ଭୁବନେଶ୍ୱର ସହିଦ ଭବନ ପରିସରରେ ଏକ ସୁନ୍ଦର ପରିବେଶ ରେ ଚଳଚିତ୍ର ଜଗତ ର ପଇଁଚାଲିଶ ତମ ବାର୍ଷିକ ଉତ୍ସବ- 2021ମସିହା ନିମନ୍ତେ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ କରାଯାଇଛି |

ଚଳିତବର୍ଷ କରୋନା ସମୟ ରେ ବାରଟି ଚଳଚିତ୍ର ର ପ୍ରଯୋଜନା କରିଥିଲେ ରମେଶ ବାରିକ | ଚଳଚିତ୍ର ଅରୁନ୍ଧତୀର ପ୍ରଯୋଜକ ଭାବେ ଏହି ସମ୍ମାନ ପାଇଛନ୍ତି ଶ୍ରୀ ବାରିକ |  ରାଜ୍ୟ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ ଦାସ, ଚଳଚିତ୍ର ନିଗମ ର ଅଧକ୍ଷ କୁନା ତ୍ରିପାଠୀ. ଅବସରପ୍ରାପ୍ତ ପ୍ରଶାସକ ଶରତ ଦାସ ଅତିଥି ଭାବରେ ଯୋଗ ଦେଇଥିଲେ |

ରମେଶ ଙ୍କର ଏହି କୃତିତ୍ୱ ନିମନ୍ତେ ଗାଁ ମାଟି ଆଜି ଗର୍ବିତ ବୋଲି କୁହନ୍ତି ପୂର୍ବତନ ସରପଞ୍ଚ ରମେଶ ସାହୁ ଓ ଭୁବନ କଲାପରିଷଦ ର ସମ୍ପାଦକ ଯାତ୍ରା ନିର୍ଦେଶକ ଗୁରୁପ୍ରସାଦ ମିଶ୍ର |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.