ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି |
ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ…