Take a fresh look at your lifestyle.
Monthly Archives

January 2022

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୪କେଜି କାଟିବା ଓ ଅଖା ଟଙ୍କା ଦେବାକୁ ମିଲର ମନାକରିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଚାଷୀମାନେ କଟକ-ସମ୍ବଲପୁର…

କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଣ୍ଟା ମଧ୍ୟରେ କେସ ରେଜିଷ୍ଟ୍ରି କରିବାକୁ ନିର୍ଦେଶ

ଢେଙ୍କାନାଳ : ଦୁଇ ବର୍ଷ ପରେ ଅଶ୍ୱିନୀ ପଟ୍ଟନାୟକ ଙ୍କୁ ନ୍ୟାୟ ମିଳିବାକୁ ଯାଉଛି ।  କଣ୍ଟାବଣିଆ ଥାନାର ଦ୍ୱାରସ୍ଥ ହୋଇ ଅଶ୍ୱିନୀ ନ୍ୟାୟ ଭିକ୍ଷା କରିଥିଲେ ହେଁ ତତକାଳୀନ ଆଇଆଇସି ନ୍ୟାୟ ଦେବା ପରିବର୍ତ୍ତେ ଓଲଟି ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଜେଲ ପଠାଇ ଦେଇଥିଲେ । ନିରୂପାୟ ଅଶ୍ୱିନୀ…

ଵାଲିଵୋ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଵ୍ଲକ ଵାଲିଵୋ ଅଞ୍ଚଳରେ ଶୁକ୍ରବାର ଠାରୁ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି ଧାନ ମଣ୍ଡିକୁ ଭୁବନ ଵ୍ଲକ ସିଡିପିଓ ଦାୟିତ୍ଵରେ ଥିବା ସୁପର ଭାଇଜର ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ଵାଲିଵୋ…

ଜାତୀୟ ସେବା ଯୋଜନାର ଶିତ କାଳିନ ଶିବିର ଉଦଯାପିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ କଲେଜର ୭ଦିନଧରି ଚାଲିଥିବା ଜାତୀୟ ସେବା ଯୋଜନା ପକ୍ଷରୁ ଶିତ କାଳିନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିର ରବିବାର ଠାରୁ ଆରମ୍ଭ ହୋଇଥିଲା । ଶିବିରରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରତ୍ୟେକ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲା କଂଗ୍ରେସ ର ପ୍ରସ୍ତୁତି

ଢେଙ୍କାନାଳ : ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଜିଲା କଂଗ୍ରେସ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ୍ କମିଟିର ଉପସଭାପତି ତଥା ଜିଲା ପ୍ରଭାରୀ ସୁରେଶ ମହାପାତ୍ର, ପ୍ରଦେଶ କଂଗ୍ରେସ୍ କମିଟିର ସମ୍ପାଦକ ବିଜୟ…

ବଳରାମପୁରରେ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଓଡାପଡା ବ୍ଲକ୍ ବଳରାମପୁର ପଂଚାୟତର ଐତିହ୍ୟ ସଂପନ୍ନ ବଳରାମପୁର ଗ୍ରାମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବଳରାମପୁର ଗ୍ରାମ ପରିଚାଳନା ପରିଷଦ ପକ୍ଷରୁ ବନ୍ଧାଇ ହୋଇଥିବା ମାନପତ୍ର ସହ ଉତରୀୟ ପ୍ରଦାନ ପୂର୍ବକ ଗତ ବୁଧବାର ୫ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।…

କରମୁଳରେ ଅଣ ସଂକ୍ରମିତ ରୋଗ ନିରୁପଣ ଶିବିର

ଗଁଦିଆ : କରମୁଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅଣ ସଂକ୍ରମିତ ରୋଗ ନିରୁପଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କ ତତ୍ୱାବଧାନରେ ଡା. ଅରବିନ୍ଦ ଶତପଥୀ, ଡା. ପ୍ରଶାନ୍ତ ସେଠି,…

ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁ ରେ ଶନିବାର ସଂଧ୍ୟା ସାଢେ ୬ ଟାରେ ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀ କୁ ହାଣି ହାତ୍ୟା କରାଯାଇଛି । ମୃତକ ହେଉଛନ୍ତି କଙ୍କଡାହାଡ ଗାଁର ବିଜୟ ବେହେରା(୪୮) ଓରଫ ବିଜୁ ବୋଲି ଜଣାପଡିଛି । ବିଜୟଙ୍କ ସ୍ତ୍ରୀ ଲିଲି ବେହେରା କଙ୍କଡାହାଡ…

ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ

ଢେଙ୍କାନାଳ: ଜିଲ୍ଲା ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ ସଭାପତି ପ୍ରକାଶ କୁମାର ବେହେରାଙ୍କ ସଭାପତିତ୍ୱରେ ଭର୍ଚୁଆଲ୍ ମାଧ୍ୟମରେ ସଂପାଦିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସଂଘରେ ଖାଲିଥିବା ପଦବୀଗୁଡିକୁ ସର୍ବସମ୍ମତି…