Take a fresh look at your lifestyle.
Monthly Archives

December 2021

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଓଡାପଡା ବ୍ଲକ ଅନ୍ତର୍ଗତ ନିମିଧା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ମାଗଣା ଔଷଧ ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଧା ଗ୍ରାମର ସରକାରୀ ଉଚ୍ଚ୍…

କରୋନ ବାହାରିବା ପରେ ଚେତିଲା ପ୍ରଶାସନ

ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଢେଙ୍କାନାଳର ପୌରାଞ୍ଚଳ ଦୁଇ ନମ୍ବର କୁଞ୍ଜକାନ୍ତରେ  ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରେ ତିନି ଦିନରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ବାହାରିବା ପରେ କିଭଳି ସହରରେ କରୋନା ସଙ୍କ୍ରମଣ କମ୍ ହେବେ ସଚେତନତା ସହ ମାସ୍କ ଯାଞ୍ଚ କରିଛନ୍ତି ଜିଲା…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ ।  ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ…

ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର

ଡୁବୁରୀ :  ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ ଚିକିତ୍ସା ପାଇଁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ  ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି  କରାଯାଇଥିଲା।  ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା…

ଝିଲ୍ଲୀ ବେଆଇନ ପଥର ଖାଦାନ ଉତ୍ତୋଳନ ନେଇ ଏନଜିଟିଙ୍କ ଗୁରୁତ୍ୱପୂର୍ଣ ରାୟ

କାମାକ୍ଷାନଗର, (ରାଜକିଶୋର ରାଉତ ):ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲୀ ଗାଁ ବେଆଇନ ପଥର ଖାଦାନରୁ ପଥର ଉତ୍ତୋଳନକାରୀଙ୍କ ଉପରେ ଜାତୀୟ ସବୁଜ ପ୍ରାଧିକରଣ ବା NGT ର ଛାଟ ପଡ଼ିଛି । ପଥରଖାଦାନର ମାଲିକ ଚିନ୍ମୟ କୁମାର ନାୟକଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା କରିଛି…

ସାମ୍ବାଦିକ କରୋନା  ଯୋଦ୍ଧା ସମ୍ମାନରେ ସମ୍ମାନିତ

ଢେଙ୍କାନାଳ :ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ଓ ମହିଳା ଓ ବାଳିକା ଗ୍ରାମପଞ୍ଚାୟତ ପ୍ରକଳ୍ପ  (ଶୋଭା, UNFPA, ପ୍ରେମ) ର ମିଳିତ ଆନୁକୂଲ୍ୟରେ ଗଁଦିଆ ବ୍ଲକ କରମୂଳ  ସ୍ଥିତ ଗଣେଶ ଖୋଲା  ଠାରେ ମହିଳା ପ୍ରତି ହିଂସା ବନ୍ଦ ଉଦେଶ୍ୟ ରେ ଏକ 16 ଦିନିଆ କାର୍ଯ୍ୟକ୍ରମର ସପ୍ତମ ଦିନ ରେ …

ଦୀପ ତଳେ ଅନ୍ଧାର : ମେସିନ ରେ ଚାଲିଛି ମନରେଗା କାର୍ଯ୍ୟ

କାମାକ୍ଷା ନଗର (ରାଜ କିଶୋର ରାଉତ ): କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନ ଦ୍ୱି ପ୍ରହରେ ମେସିନ ଦ୍ୱାରା ଚାଲିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ! କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା…

ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ…

କ୍ରୀଡ଼ା ସାମ୍ବାଦିକ କରୋନା ପଜିଟିଭ୍‌

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଅବସରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ‌ର ସାମାଜିକ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ କର୍ମଚାରୀ ବୋଲି…

ଭାରତର ସମସ୍ତ ୱିକେଟ ହାସଲ କରି ଏଜାଜ ପଟେଲଙ୍କ ରେକର୍ଡ

ମୁମ୍ବାଇ:  ମୁମ୍ବାଇରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତ ବିପକ୍ଷରେ ୧୦ରୁ ୧୦ଟି ୱିକେଟ ହାସଲ କରି ନିଜ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି ନୂଆ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ  । ମୁମ୍ବାଇ ଟେଷ୍ଟରେ  ପ୍ରଥମ ପାଳିରେ ଟିମ୍…