Take a fresh look at your lifestyle.
Daily Archives

December 16, 2021

କାହା ସ୍ୱାର୍ଥ ରେ ଇକୋ ରିଟ୍ରୀଟ ଓଡିଶା

କୋଣାର୍କ : ଗତବର୍ଷ କୋଣାର୍କ ରେ ଇକୋ ରିଟ୍ରିଟ ଆୟୋଜନ ପାଇଁ ରାଜ୍ୟ ସରକାର ମାତ୍ର 13 କୋଟି ଟଙ୍କା ବ୍ୟୟ କରିଥିଲେ। ତେବେ ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ କୋଣାର୍କ ରେ ସେହି ଟେଣ୍ଟ ଲଗାଇବା ପାଇଁ ଏକ ଦିଲ୍ଲୀ ସ୍ଥିତ ସଂସ୍ଥାକୁ 5 ବର୍ଷ ପାଇଁ 100 କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିବାକୁ…

ଗଁଦିଆ ବ୍ଲକରେ ମେଗା ଋଣ ମେଳା ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଲକରେ ଏକ ବ୍ଲକ ସ୍ତରୀୟ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି | ଓଡିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ ଉକ୍ତ ମେଳାରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ମେଳା ରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ…

ଗଁଦିଆ ହାଇସ୍କୁଲ ରେ ସ୍କାଉଟ ଗାଇଡ଼ ପକ୍ଷ ରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଢେଙ୍କାନାଳ : ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡସ ତରଫରୁ  "ଜୀବନ ବିନ୍ଦୁ "  କାର୍ଯ୍ୟକ୍ରମ ଗଁଦିଆ ହାଇସ୍କୁଲ ରେ ଅନୁଷ୍ଠିତ  ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ , ବ୍ଲକ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ , ପ୍ରାକ୍ତନ ଶିକ୍ଷକ…

ସମୂହ ବ୍ରତୋପନୟନ ଅନୁଷ୍ଠିତ

ଢେଙ୍କାନାଳ : ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍…

ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ

 ଢେ଼ଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ପିଙ୍ଗୁଆ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଦେଶ୍ୟରେ ରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ କୁ କଲେଜ ର ଅଧ୍ୟକ୍ଷ ଭଗବାନ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି…

ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ  : ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟ ରେ  ଆଜି ଠାରୁ  ପହିଲି ଭୋଗ ଆରମ୍ଭ ହୋଇଛି | ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ | ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ମହାସ୍ନାନ , ନୂତନ ବସ୍ତ୍ର ପରିଧାନ , ତୁଳସୀ ହାର ,ଫୁଲ ହାର ରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…