Take a fresh look at your lifestyle.
Daily Archives

December 21, 2021

ଶକ୍ତି ଟିଭି ର ରାଜ୍ୟସ୍ତରୀୟ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

ଭବାନୀପାଟଣା : ଭବାନୀପାଟଣା ଅମଲା ଭବନ ପୁରୁଣା ବସଷ୍ଟାଣ୍ଡଠାରେ ଓଡ଼ିଶାର ଏକ ଅଗ୍ରଣୀ ତଥା ନିର୍ଭୀକ ଓ ନିରପେକ୍ଷ ଖବର ପ୍ରସାରଣ କରୁଥବା ଶକ୍ତି ଟିଭି ର ପ୍ରଥମ ରାଜ୍ୟସ୍ତରୀୟ ସ୍ଵନକ୍ଷେତ୍ର ଉତ୍ସବ ବହୁ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ଟିକଓ ଶକ୍ତି ଟିଭି ର ମୁଖ୍ୟ ସମ୍ପାଦକ…

ଆଜି ଓଡିଶା ସମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଭୂବନେଶ୍ୱର- ଓଡିଶାର ଅଗ୍ରଣୀ ଓ ବୃହତ୍ତସମ୍ବାଦିକ ସଂଘ ଓଡିଶା ସମ୍ବାଦିକ ୟୁନିଅନ(ଓୟୁଜେ) 50 ବର୍ଷ ଅତିକ୍ରମ କରିଛି । ଆଜି ଓୟୁଜେ ଭୁବନେଶ୍ୱର ଜୟଦେବ ଭବନରେ ସୂବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ କରିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ…

ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ

ଢେଙ୍କାନାଳ : ଢେଙ୍କାନାଳ ସଦର  ଅନ୍ତର୍ଗତ ହରିପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ମାନବର ସକାରାତ୍ମମ ଚିନ୍ତନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗର ବନ୍ଧୁ ଉପାଧିପ୍ରାପ୍ତ…

ବିକ୍ରମ ପାଣି ଙ୍କ ଏକାଦଶାହ ରେ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ସ୍ୱର୍ଗତଃ ବିକ୍ରମ କେଶରୀ ପାଣିଙ୍କ ଏକାଦଶାହ ଅବସରରେ ତାଙ୍କର ରାମେଶ୍ବରପୁର ବାସଭବନ ଠାରେ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ର ସାଧାରଣ…

କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି 

ଢେଙ୍କାନାଳ :  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…