Take a fresh look at your lifestyle.
Daily Archives

December 19, 2021

ବଙ୍ଗଳାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତି ସ୍ମୃତିଚାରଣ ସଭା

ଢେଙ୍କାନାଳ  : ୧୯୭୧ମସିହା ପାକିସ୍ଥାନ-ଭାରତ ଯୁଦ୍ଧରେ ପଶ୍ଚିମ ପାକିସ୍ଥାନର ପରାଜୟ ସହ ପୂର୍ବ ପାକିସ୍ଥାନ ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ସ୍ୱାଧୀନ ହୋଇ ବଙ୍ଗଳାଦେଶ ନାଁରେ ନୂତନ ଦେଶ ଗଠନ ହେଲା । ଲୌହମାନବୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ବଙ୍ଗଳାଦେଶ…

ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମ କାର୍ଯ୍ୟକର୍ତ୍ତା

ଢେଙ୍କାନାଳ: ଅବହେଳିତ ବିଜୁବାବୁଙ୍କ ପ୍ରତିମାକୁ  ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକର୍ତ୍ତା ଏକ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବିଜୁବାବୁଙ୍କ ପ୍ରତିମାକୁ  ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଫା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ…

ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

ନୂଆଦିଲ୍ଲୀ (ପ୍ରକାଶ କର) : କେନ୍ଦ୍ର ସରକାର ଦେଶରେ କେତେକ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଥିବାବେଳେ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଆକାଂକ୍ଷା ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର…

ରମାକାନ୍ତ ସାହୁଙ୍କ ଅକାଳ ବିୟୋଗ, ରେଳଯାତ୍ରୀ ସଂଘର ଶୋକସଭା

ଢେଙ୍କାନାଳ :ଢେଙ୍କାନାଳ ଜିଲା ଦୈନିକ ରେଳଯାତ୍ରର ସଙ୍ଘର ସଭ୍ୟ ଦୈନିକ ରେଳଯାତ୍ରୀ ରମାକାନ୍ତ ସାହୁଙ୍କର ଅକାଳ ବିୟୋଗ ହୋଇଛି । ରମାକାନ୍ତ ଙ୍କର ଅକାଳ ବିୟୋଗରେ ଏକ ଶୋକସଭା ସହରସ୍ଥିତ ଯାଉଁଳିପୋଖରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ତଳେ ସେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ…

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯାଜପୁର ସ୍ପୋଟିଂ ବିଜୟୀ

ଗଁଦିଆ (ସରୋଜ ଶତପଥୀ) : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଆମ୍ବପଡା ଗ୍ରାମରେ ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସୁରେଶ ପଣ୍ଡା ଯୋଗଦେଇଥିବା ବେଳେସମ୍ମାନୀତ ଅତିଥି ଭାବରେ ସମାଜସେବୀ ପ୍ରଦ୍ୟୁମ୍ନ…

ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ, ଗଁଦିଆ ବ୍ଲକ ଏବଂ ପୌରାଞ୍ଚଳର ଅନେକ ସାଧାରଣ ଲୋକମାନେ କେଜ୍ରିୱାଲଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ଠାରେ ଦଳର ସଦସ୍ୟତା ଗ୍ରହଣ କରି ଦଳରେ ଯୋଗ ଦେଇଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ ଔପଢକନ ଦେଇ ଦଳରେ…

ଆମ୍ ଆଦମୀ ପାର୍ଟି ର ବୈଠକ

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ…