Take a fresh look at your lifestyle.
Daily Archives

December 2, 2021

ସାଇକୃପା ରୁ ବାହାରିଲେ ଆଉ 16 ପଜିଟିଭ

ଢେଙ୍କାନାଳ : ଗତ ନଭେମ୍ବର 29 ତାରିଖ ରେ 4 ଜଣ ପଜିଟିଭ ଚିହ୍ନଟ ହୋଇଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ରେ ଗତକାଲି 33 ଜଣ ପଜିଟିଭ ବାହାରିବା ଏକ ପ୍ରକାର ଭୟ ସୃଷ୍ଟି କରିଛି | ପୁଣି ଆଜି 16 ଜଣ ପଜିଟିଭ ବାହାରିବା ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ହୋଇଛି | ଦୁଇ ଦିନ ମଧ୍ୟରେ…

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ  ଅଧିବେଶନ 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ  ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ…

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ: ଜାତୀୟ ରାଜପଥ (ଏନ୍ ଏଚ୍ ଏ ଆଇ) କତୃପକ୍ଷ ଙ୍କ55 ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି | ରାଜପଥ ମରାମତି, ନିୟମିତ ପାଣି ସିଞ୍ଚିବା ଆଦି ଦାବି ରେ ଗୁରୁବାର କଲେଜ ବାଇପାସ ନିକଟ ରେ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିଛନ୍ତି କାଠଗଡା ଓ ଆନନ୍ଦ…

ମହିମା ଧର୍ମର ଗାଦିପୀଠ “”ଯୋରନ୍ଦା”କୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ମାନ୍ୟତା ମିଳୁ

ଢେଙ୍କାନାଳ: ବିଶ୍ୱରେ ଏକ ସ୍ୱତନ୍ତ୍ର ଧର୍ମଦର୍ଶନ ଭାବେ ସ୍ୱୀକୃତିପ୍ରାପ୍ତ ମହିମା ଧର୍ମର ଗାଦିପୀଠ ""ଯୋରନ୍ଦା''କୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାନ୍ୟତା ଦିଅନ୍ତୁ ବୋଲି ""ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ'' ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି…

ନବମ ମହିମା ଜ୍ୟୋତିଯାତ୍ରା ପାଇଁ ପ୍ରସ୍ତୁତି

ଢେଙ୍କାନାଳ: ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ନବମ ମହିମା ଜ୍ୟୋତିଯାତ୍ରା ପାଇଁ ବିଭିନ୍ନ ଗନ୍ତବ୍ୟ ସ୍ଥାନରେ ଜ୍ୟୋତିଯାତ୍ରା ପରିଚାଳନା ପକ୍ଷରୁ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହିମା ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା,…

ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ,…