Take a fresh look at your lifestyle.

ସାଇକୃପା କଲେଜ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ବିଫଳ !

ଢେଙ୍କାନାଳ, (ଦୀପକ ରଞ୍ଜନ ମିଶ୍ର): ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଥିବା ସାଇକୃପା କଲେଜର ମାଲିକ ଏବଂ ଅଧ୍ୟକ୍ଷଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତିନି ଦିନ ହେବ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି…

ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ,…