Take a fresh look at your lifestyle.
Daily Archives

December 27, 2021

ଆନ୍ତର୍ଜାତୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ହେଉଛି କାଦିଆନର ବାର୍ଷିକ ସମ୍ମିଳନୀ

ସୋଲାପୁର(ଅନସାର୍ ଅଲୀ ଖାଁ) : ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ୧୨୬ତମ ତିନି ଦିବସୀୟ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିନ ୨୫ ଡିସେମ୍ବର ୨୦୨୧ ରେ କାଦିଆନ (ପଞ୍ଜାବ) ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ସମ୍ମିଳନୀରେ ଅହମ୍ମଦିଆ ମୁସଲିମ ଜମାତର ବିଶ୍ୱ ଖଲିଫା ହଜରତ ମିର୍ଜା…

ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର : ରାଜ୍ୟ ର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ଦେବଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତମ ଥର ପାଇଁ ଓଡିଶାର ଲୋକ ପ୍ରିୟ ଉତ୍ସବ ସପ୍ତଶଯ୍ୟା ମହୋତ୍ସବ ପାଳିତହେଲା ନଭସଂଚରୀ ସଂଯୋଗରେ। ଯାହା ଦ୍ଵାରା  ଫେସବୁକ , ୟୁଟୁବ ଓ   ଇନଷ୍ଟାଗ୍ରାମ ମାଧ୍ୟମ  ରେ ହଜାର ହଜାର ଦର୍ଶକ ଏହି…

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ

ଢେଙ୍କାନାଳ: ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଢେଙ୍କାନାଳ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଗୁରୁଦେବଜୀ ଏକାଡେମୀର ୨୧ ପ୍ରତିଯୋଗୀ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି । ମନୋନିତ ପ୍ରତିଯୋଗୀମାନଙ୍କୁ…

ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ  ଅଭିନନ୍ଦନ ଗାର୍ଡେନ୍ଠାରେ ଶାଶ୍ୱତ କଳା ସଂସଦ ଦ୍ୱାରା ଆୟୋଜିତ ତଥା ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ୭ମ ସ୍ୱପ୍ନେଶ୍ୱର ମହୋତ୍ସବ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଶତୃଘନ ମାଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ…

ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲକ ଆମ୍ବପଡ଼ା ଖେଳପଡିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଯାଜପୁର ବିଜୟୀ ହେବାସହ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଛି | ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ  ଓ ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ  …

ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର  ବିଜୟୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ କାମାକ୍ଷାନଗର ଏମସିସି ବିଜୟୀ ହୋଇଛି | ପ୍ରଥମେ ବ୍ୟାଟିଂ କରି ରାକେଶ ସ୍ଵାଇଁ ଓ ସନ୍ଦୀପ ପରିଡ଼ାଙ୍କ ଅର୍ଦ୍ଧଶତକ ସହାୟତାରେ 228 ରନ ସଂଗ୍ରହ କରିଥିଲେ।…

ଖଙ୍କିରା କପ କ୍ରିକେଟ, ଆୟୋଜକ ଖଙ୍କିରା ବିଜୟୀ

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ  ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଷଷ୍ଠ ଦିନର ଖେଳ ଖଙ୍କିରା ସହ   ଧାନମଣ୍ଡଳ   ର ଖେଳ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଆୟୋଜକ ଖଙ୍କିରା ବିଜୟୀ ହୋଇଛି | ପ୍ରଥମେଟସ ଜିତି ଧାନମଣ୍ଡଳ 20 ଓଭରରେ 144…

ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ କୁ ହରାଇ ଭୁବନ କ୍ରିକେଟ କ୍ଲବ ବିଜୟୀ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସୋମବାର ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି…

ଅଲଟ୍ରା ମାରାଥନ: ୧୨ ଘଣ୍ଟା ରେ ସିଦ୍ଧାର୍ଥ ଦୌଡିଲେ ୧୧୬ କି. ମି .

ଢେଙ୍କାନାଳ : ପ୍ରାଇଡ୍ ରନର୍ସ୍ ଆଣ୍ଡ ସାଇକେଲିଷ୍ଟ୍ କମ୍ୟୁନିଟି ଦ୍ଵାରା ଅନୁଷ୍ଠିତ ୧୨ ଘଣ୍ଟିଆ ଦୌଡ ପ୍ରତିଯୋଗୀତା ରେ ଢେଙ୍କାନାଳ ର ସିଦ୍ଧାର୍ଥ ଶଙ୍କର ଙ୍କ ସଫଳତା ଚର୍ଚ୍ଚା ରେ ରହିଛି | ସିଦ୍ଧାର୍ଥ ୧୨ ଘଣ୍ଟା ରେ ୧୧୬ କି. ମି. ଦୌଡ଼ି ରେକର୍ଡ କରିଛନ୍ତି | ଏହି ସଫଳତା ପାଇଁ ତାଙ୍କୁ…