Take a fresh look at your lifestyle.

ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ

ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ  ଓ ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ  ହେଇଥିଲେ 

0 89

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ ବ୍ଲକ ଆମ୍ବପଡ଼ା ଖେଳପଡିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଯାଜପୁର ବିଜୟୀ ହେବାସହ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଛି | ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ   ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ  ହେଇଥିଲେ  |  ଫାଇନାଲ ମ୍ୟାଚ ରେ ପ୍ରଥମେ ଭୁବନେଶ୍ୱର ଟିମ ଟସ ଜିତି ଯାଜପୁର ଟିମ୍ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା | ପ୍ରଥମେ ବ୍ୟାଟିଂ କରି ଯାଜପୁର ଟିମ 12 ଓଭରରେ ୱକେଟ ହରାଇ 185 ରନ କରିଥିଲା

ଜଵାବରେ ଭୁବନେଶ୍ୱର ଟିମ 12 ଓଭର ରେ ସମସ୍ତ ଉଇକେଟ ହରାଇ ୧୬୪ରନ କରି ପରାଜୟ ବରଣ କରିଥିଲା | ଟୁର୍ନାମେଣ୍ଟ ପୁରସ୍କାର ବିତରଣୀ ସଭା ରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ . ସମାଜସେବୀ ସୁରେଶ କୁମାର ପଣ୍ଡା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ଅନ୍ୟତମ ଅତିଥି ଭାବେ ପ୍ରଦୀପ ରାଉତ,ନବ ସାମଲ, ବାଇସିଆ ସରପଞ୍ଚ ସୁବୋଧ ପଣ୍ଡା,ବିକ୍ରମ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ପଣ୍ଡା .ସୁରେଶ ତରାଇ ବେଣୁଧର ପତ୍ର,ବିଶ୍ୱନାଥ  ଚୀନରl,ରଞ୍ଜନ ଚିନାରା ଯୋଗଦେଇ ଥିଲେ |

.ପିଣ୍ଟୁ ନାଥ, ରାକେଶ ଦେହୁରୀ ଅମ୍ପେୟାର ଭାବେ ଖେଳକୁ ପରିଚାଳନା କରୁଥିଲେ | .କୁନା ଖେଳର iରାବିବରନି ପ୍ରଦାନ କରିଥିଲେ | ଗଗନ ବିହାରୀ ନାୟକ ପଞ୍ଚାନନ ମହାନ୍ତି ସୁବ୍ରତ ନାୟକ , ସୂର୍ଯ୍ୟକାନ୍ତ ଲେଙ୍କା, ବିଶ୍ୱରଂଜନ ପଣ୍ଡା, ରଜନୀକାନ୍ତ ପାଣିଗ୍ରାହୀ, ନରେଶ ମହାନ୍ତି, ସନ୍ତୋଷ ଦାସ, ଦୀପକ ପଣ୍ଡା , ଅଭୟ ସ୍ୱାଇଁ, ଭକ୍ତ ଚରଣ ଦାସ, ରାଜୀବ ମାଲିକ,ପ୍ରିତିରଞ୍ଜନ ପଟି,ସୁବ୍ରତ ପାଢ଼ୀ,ବିଶ୍ୱରଂଜନ ଶତପଥି, ରଂଜିତ ପଣ୍ଡା,.ଶ୍ରୀକୃଷ୍ଣ ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ ପ୍ରମୁଖ ଖେଳକୁ  ପରିଚାଳନ କରୁଥିଲେ | ଆମ୍ବପଡ଼ା ଗ୍ରାମର ସମସ୍ତଯୁବକ ଗ୍ରାମ ବାଶି ସହଯୋଗ ହାତ ବଡ଼ାଇ ଆୟୋଜକଙ୍କୁ ଉତ୍ସାହିତ କରାଇଥିଲେ |

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.