Take a fresh look at your lifestyle.
Daily Archives

December 31, 2021

ସେଲ୍ଫି ପଏଣ୍ଟ ନିକଟରେ  ସ୍ୱଚ୍ଛ ସର୍ବେକ୍ଷଣ

ଢେଙ୍କାନାଳ: ଆଜାଦି କା ଅମ୍ବୃତ ମହୋତ୍ସବ (75 ବର୍ଷ )ଉପଲକ୍ଷେ ସ୍ୱଚ୍ଛ ସର୍ବେକ୍ଷଣ 2022  ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଥିବା ସେଲ୍ଫି ପଏଣ୍ଟ ନିକଟରେ  ସ୍ୱଚ୍ଛ ସର୍ବେକ୍ଷଣ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ପୌର ନିବାହୀ…

ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ସଫା କଲା ଯୁବସଂଗଠନ

କଙ୍କଡ଼ାହାଡ଼ :  ବାଜିରାଉତ ଯୁବକ ସଂଗଠନ ତରଫରୁ କଙ୍କଡ଼ାହାଡ଼  ବ୍ଲକ ଡ଼ଙ୍ଗପାଳ ଗ୍ରାମ ରେ ଥିବା ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ଅବେହେଳିତ ଅବସ୍ଥାରେ ପଡିଥିଲା ଏହା କୁ ସଫା କରିବା ସହିତ ରଙ୍ଗ ଏବଂ ମାଲ୍ୟାପ୍ରାଣ ହେଲା | ଏଥିରେ ସଂଗଠନ ର ସଭାପତି ଦେବୀ ପ୍ରସାଦ ସଭାପତି ଦେବୀ…

ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ସ୍ଥିତ ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ର 1979 ମସିହା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଗୁଣ୍ଡୁରାପସୀ ପାଖରେ ଥିବା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି l ବୟସାଧିକ ଯୋଗୁଁ ସେମାନଙ୍କ ମଧ୍ୟରୁ କେହି କେହି ନିଜ ନିଜ ନାତି…

ଖଙ୍କିରା କପ କ୍ରିକେଟ , ମାର୍ଥାପୁର ଫାଇନାଲ ରେ

ଢେଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ  ଦିନର ଖେଳ ଚୌଦ୍ଵାର ସହ   ମାର୍ଥପୁର    ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ମାର୍ଥପୁର 20 ଓଭରରେ 202 ରନ ସଂଗ୍ରହ କରିଥିଲା ଏହାର ଜବାବରେ ଚୌଦ୍ଵାର 20…

ରାଧାଦେଇପୁରକୁ  ହରାଇ ସିମିଳିଆ ଫାଇନାଲରେ

ଢେଙ୍କାନାଳ :ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ଖେଳରେ ସିମିଳିଆ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି | ନିର୍ଦ୍ଧାରିତ 20 ଓଭରରେ ସିମିଳିଆ ଦଳ ମୁସ୍ତାକଙ୍କ 65 ରନ ସହାୟତାରେ   198 ରନ ସଂଗ୍ରହ କରିଥିଲା।   …

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ , ଭୁବନେଶ୍ବରକୁ ହରାଇ ଭୁବନ ଫାଇନାଲରେ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଗୁରବାର ସୋଆ ୟୁନିଭରସିଟି ଭୁବନେଶ୍ବର ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଟସ ଜିଣି…

ରାଧାଦେଇପୁର ଉଚ୍ଚବିଦ୍ୟାଳୟରେ ବଂଧୁମିଳନ କାର୍ଯ୍ୟକ୍ରମ

ଢେଙ୍କାନାଳ:ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସରକାରଙ୍କର ମୋ ସ୍କୁଲ ଅଭିଯାନ ଯୋଜନାନୁଯାୟୀ 1997 ମାଟ୍ରିକ୍ୟୁଲେସନ ବ୍ୟାଚର ଏକ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୌମ୍ୟପ୍ରକାଶ ପାଣିଙ୍କ ଆବାହକତ୍ଵରେ ମନୋରଞ୍ଜନ ମିଶ୍ରଙ୍କ ଆୟୋଜନ…

ସମାଜସେବୀ ଗୌରହରି ଦାସଙ୍କ ପରଲୋକ

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକର ରାଧାଦେଈପୁର ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁର ସମାଜସେବୀ ଗୌରହରି ଦାସ (୭୦)ଙ୍କର ମସ୍କିଷ୍କାଘାତରେ ପରଲୋକ ଘଟିଛି । ସେ ରାଧାଦେଈପୁର ସତ୍ୟନାରାୟଣ ପାଲା ସମିତିର ସଂପାଦକ ଓ ମୂଖ୍ୟ କର୍ଣ୍ଣଧାର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କ…