Take a fresh look at your lifestyle.

ସେଲ୍ଫି ପଏଣ୍ଟ ନିକଟରେ  ସ୍ୱଚ୍ଛ ସର୍ବେକ୍ଷଣ

0 56

Get real time updates directly on you device, subscribe now.

ଢେଙ୍କାନାଳ: ଆଜାଦି କା ଅମ୍ବୃତ ମହୋତ୍ସବ (75 ବର୍ଷ )ଉପଲକ୍ଷେ ସ୍ୱଚ୍ଛ ସର୍ବେକ୍ଷଣ 2022  ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଥିବା ସେଲ୍ଫି ପଏଣ୍ଟ ନିକଟରେ  ସ୍ୱଚ୍ଛ ସର୍ବେକ୍ଷଣ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ପୌର ନିବାହୀ ଅଧିକାରୀ ଅତୁନ କୁମାର ସାମନ୍ତ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଓ ମିଳିତ ପୂଜା କମିଟି ର ସଭାପତି ବିଶ୍ୱନାଥ ବେହେରା ଙ୍କ ଉପସ୍ଥିତ ଥିଲେ |

ଏହି ଆଜାଦି କା 75 ବର୍ଷ ଉପଲକ୍ଷେ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଟିରେ ମୁଖ୍ୟ ଅତିଥି ମାନଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା | ଏହି କାଯ୍ୟକ୍ରମ ରେ ଚିତ୍ରାଙ୍କନ, ରଙ୍ଗୋଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମାଜ ସେବି ଅନୁଷ୍ଠାନ ର କର୍ମକର୍ତା ମାନେ ଯୋଗଦେଇଥିଲେ ଓ ପୌରପାଳିକା ର ସମସ୍ତ ସ୍ୱଛ ସାଥି ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.