Take a fresh look at your lifestyle.
Daily Archives

December 25, 2021

ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ

ଢେଙ୍କାନାଳ  : ଢେଙ୍କାନାଳ ଜି୍ଲା ଗଁଦିଆରେ ଥିବା ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସଙ୍ଗଠନର ସଭାପତି ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉତ୍ସବରେ ଆଜିରଗୋଟିଏ ଦିନରେ ଖରାପ ଦୁର୍ଗୁଣକୁ ତ୍ୟାଗ କରିବା ସହିତ…

ପାରିବାରିକ ସ୍ନେହ ଶ୍ରଦ୍ଧାର ଉଦାହରଣ ଶ୍ରୀହରି ପରିବାର

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ତଳ ନୂଆସାହିରେ ଶ୍ରୀହରି କୁଟୀର ଗ୍ରାମର ବଡ ପରିବାର ଭାବରେ ପରିଚିତ । ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ବଡଦିନରେ ୧୬ ବର୍ଷ ଧରି ପରିବାର ବର୍ଗ ଏକତ୍ରିତ ହୋଇ ସମାଜକୁ ପରିବାରର ସ୍ନେହ ଶ୍ରଦ୍ଧା ବିତରଣରେ ମୂଲ୍ୟବୋଧ ଜଣାଇ…

ଢେଙ୍କାନାଳ ରେ ସମର କବି ବ୍ରଜନାଥ ପ୍ରତିମୂର୍ତ୍ତି କୁ ଅଣଦେଖା : ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ପ୍ରତିବାଦ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ଷ ଫୋରମ  ସହର ର କିଛି ବୁଦ୍ଧିଜୀବୀ ସମର କବି ବ୍ରଜ ନାଥ ବଡ଼ଜେନା ଙ୍କ ପ୍ରତିମୂର୍ତ୍ତି କୁ ଅଣଦେଖା କୁ ପ୍ରତିବାଦ କରିଛନ୍ତି |  ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଥିବା ମୁନିସିପାଲିଟି ପାର୍କ ଭିତରେ   ମାଟିର ବିଶିଷ୍ଟ କବି ସମର ତରଙ୍ଗ ର ରଚୟିତା…

ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ

 ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।…

ଖଙ୍କିରା କପ କ୍ରିକେଟ, ମାର୍ଥାପୁର ବିଜୟୀ 

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଅନୁଷ୍ଠିତ ଦୁଇଟି ମ୍ୟାଚ ରେ ମାର୍ଥାପୁର ବିଜୟୀ ହୋଇଛି | ଆଜି ଚତୁର୍ଥ ଦିନର ଖେଳ ଏମସିସି କଟକ ସହ ମାର୍ଥାପୁର (ଜିରାଳ ) ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମସିସି…

ଖଙ୍କିରା କପ କ୍ରିକେଟ, ବାରକଣା କ୍ଲବ ବିଜୟୀ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆଠାରେ ଚାଲିଥିବା ୨୯ତମ ଖଙ୍କରାକପ କ୍ରିକେଟ ଟୁର୍ଣାମେଣ୍ଟର ଆଜି ଥିଲା ତୃତୀୟ ଦିବସ । ଷତଙ୍ଗୀ କ୍ରିକେଟ କ୍ଳବ ଓ ବାରକଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ବାରକଣା କ୍ରିକେଟ କ୍ଳବ ୨୦ ଓଭରରେ…

ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ଗଁଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ | ପୁଣି ଆଜି ଆଉ ଏକ ଗର୍ଭଣା ହାତୀର ମୃତ ଦେହ ଠାବ କରାଯାଇଛି |  ଗତକାଲି ରାତିରେ ଅଉ ଏକ ଗର୍ଭଣି ମାଈହାତୀଟି ଛୁଆ ଜନ୍ମ କରି ନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତା ର ଜରିଟାଙ୍ଗର ନିକଟରେ…