Take a fresh look at your lifestyle.
Daily Archives

December 3, 2021

କୋଭିଡ୍ ପାଇଁ ଛାତ୍ରଛାତ୍ରୀ ଆତଙ୍କିତ

ଢେଙ୍କାନାଳ: ଢେଙ୍କାନାଳ ଜିଲାରେ ଆବାସିକ କଲେଜ୍ମାନଙ୍କରେ ଏବେ କୋଭିଡ୍ ଆତଙ୍କ ଦେଖାଦେଇଥିବାରୁ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇ କଲେଜ୍ ଛାଡୁଥିବାବେଳେ, ସରାଙ୍ଗ ଇଂଜିନିୟରିଂ କଲେଜ୍ ନିଦେ୍ର୍ଦଶକଙ୍କର ଏଥିପାଇଁ ବେଖାତିରି ମନୋଭାବ ପ୍ରଦର୍ଶନ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷର ସୃଷ୍ଟି…

ପୁନର୍ବାସ କେନ୍ଦ୍ରରେ ଭିନ୍ନକ୍ଷମ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଶୁକ୍ରବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଐରା  ନିଦେ୍ର୍ଦଶକ ସୁରେଶ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅନ୍ତର୍ଯ୍ୟାମୀ ରଥ ଓ ସମ୍ମାନିତ…

ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.)ର ରାଜ୍ୟ କମିଟି ପୁନର୍ଗଠିତ

ବ୍ରହ୍ମପୁର : ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଂଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଓ ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ରବି ରଥଙ୍କୁ ଉପ-ସଭାପତି ଭାବେ ନୂତନ ଦାୟିତ୍ୱ…

 ସାତଦିନିଆ ଓଡିଶା ଗସ୍ତରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ  ଅଧ୍ୟକ୍ଷ କୁମାର ପ୍ରଶାନ୍ତ

ଭୁବନେଶ୍ଵର : ବର୍ତ୍ତମାନ ଦେଶ ଜଳୁଛି । ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଭ୍ରଷ୍ଟାଚାର ଭାରତକୁ ବ୍ୟତିବ୍ୟସ୍ତ କରିପକାଉଛି । ଗାନ୍ଧୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ସ୍ଵାଧୀନତାକୁ ଭିକ ବୋଲି କୁହାହୋଇ ତାଙ୍କ ଫଟୋକୁ ଗୁଳି ମରାହେଉଛି । ଗାନ୍ଧୀଙ୍କ  ସାବରମତୀ ଆଶ୍ରମକୁ ଭଙ୍ଗାହୋଇ ସପ୍ତ ତାରକା…

ମହିଳା ହିଂସା ନିରୋଧ ସଚେତନତା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଏବଂ ସହରର ଦକ୍ଷିଣକାଳୀ କଲୋନୀ ସାହିରେ ମହିଳା ହିଂସା ନିରୋଧ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ମହିଳା ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ହିଂସା, ନିର୍ଯାତନା,…