Take a fresh look at your lifestyle.
Daily Archives

December 9, 2021

ଜେନେରାଲ୍ ବିପିନ୍ ରାୱତ ଓ ସାଥି ସୈନିକଙ୍କୁ ଜେ ଏସ ପି ଏଲ ର ଶ୍ରଦ୍ଧାଞ୍ଜଳି

ଅନୁଗୁଳ : ଜେ ଏସ ପି ଏଲ ଅନୁଗୁଳ ପ୍ଲାଂଟ୍ ନିର୍ବାହୀ ନିର୍ଦେଶକ ଦାମୋଦର ମିତଲଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଗତ ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ଜେ ଏସ ପି ଏଲ ପ୍ଲାଂଟ୍ ପରିସରରେ…

କୂଅରେ ପଡି ଯୁବକ ମୃତ

ପରଜଙ୍ଗ : ପରଜଙ୍ଗ କ୍ଳବ ବସୋଇ ଗ୍ରାମ ପଂଚାୟତର ଗୋଠବରି ସାହିର ବଳଭଦ୍ର ସାହୁଙ୍କ ପୁଅ ବିରଂଚି (୩୦) ଗତ ବୁଧବାର ରାତିରେ ଅସାବଧାନତା ବଶତଃ ସାହିର ଖୋଲାକୂଅରେ ପଡିଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିରଂଚି ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ଶେଷରେ ନିରାଶ ହୋଇଥିଲେ ।…

ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ସଚେତନ ନାଗରିକ ଫୋରମ ପକ୍ଷରୁ କୁନୁର ଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନ ମାନଙ୍କ ସମ୍ମାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଉକ୍ତ ସହିଦ ଗ୍ରୁପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର…

୧୧ରୁ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ସମସ୍ତ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୧ତାରିଖରୁ ଆରମ୍ଭ ହେବ । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମୋକଦ୍ଦମା ଯଥା- ଫୌଜଦାରୀ, ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ,…

କାଦୁଆ ଓ ସାରୁଆଳିରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ଓ ସାରୁଆଳି ଗାଁରେ ଟିପିକୋଓଡିଏଲ୍ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ସୌଭାଗ୍ୟ ପଣ୍ଡା, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ, ସରପଂଚ ବିବେକାନନ୍ଦ…

ସିଦ୍ଧ ବଳରାମ ଜୀଉଙ୍କ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ

ଢେଙ୍କାନାଳ:  କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଗଶିର ମାସର ଷଷ୍ଠୀ ତିଥି କୁ ଘୋଡୋଲାଗି ରୂପେ ପାଳିତ ହୋଇଯାଇଛି । ସଂଧ୍ୟା ସମୟରେ ଠାକୁରଙ୍କୁ ସାଲ, ମଫଲର, ଶୀତ ବସ୍ତ୍ର ଠାକୁରମାନଙ୍କ ଠାରେ ଲାଗୁ କରାଯାଇଥିଲା । ରାତ୍ର ଧୂପରେଅନ୍ନ, ଡାଲମା, କ୍ଷୀରି,…

ଭୂତ ନାଁରେ ଜମି ବିକ୍ରିକୁ ନେଇ ବାଇସିଙ୍ଗା ଗ୍ରାମରେ ଉତେଜନା

କାମାକ୍ଷାନଗର: ୩୦ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗତ ମଇ ମାସରେ ଜମି ବିକି କରିଥିବା ଘଟଣାକୁ ନେଇ ବାଇସିଙ୍ଗା ଗାଁରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବାଇଁସିଙ୍ଗା ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ଏହାର ବିଧିବଧ ତଦନ୍ତ କରିବାକୁ ଦାବି କରିଛନ୍ତି ।…

ନୋଟାରୀ ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘର ଶୋକ

କାମାକ୍ଷାନଗର: କାମାକ୍ଷାନଗର ଓକିଲସଂଘ ସଦସ୍ୟ ତଥା କାଳିଆପାଣିର ନୋଟାରୀ ଆଇନଜୀବୀ ଶିବ ପ୍ରସାଦ ରଣାଙ୍କ ପରଲୋକ ଘଟିଛି । ଏହି ଅବସରରେ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ସଂପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ସଂଘର ସମସ୍ତ ସଦସ୍ୟମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା…

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ…

ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ ବିରୋଧ

କାମାକ୍ଷା ନଗର : କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ତିରିଶି ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି । ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି । କିନ୍ତୁ…