Take a fresh look at your lifestyle.

କାଦୁଆ ଓ ସାରୁଆଳିରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

0 19

Get real time updates directly on you device, subscribe now.

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ଓ ସାରୁଆଳି ଗାଁରେ ଟିପିକୋଓଡିଏଲ୍ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ସୌଭାଗ୍ୟ ପଣ୍ଡା, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ, ସରପଂଚ ବିବେକାନନ୍ଦ ମହାଖୁଡ, ସ୍ୱେଚ୍ଛାସେବୀ ବିନୟ କୁମାର ପରିଡ଼ା, ଲିପୁ ସାହୁ, ଦିଲ୍ଲିପ ସାହୁ ପ୍ରମୁଖ ଉପସ୍ଥିତ ରହି ଉଭୟ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.