Take a fresh look at your lifestyle.
Daily Archives

December 27, 2021

ବଜରଙ୍ଗ କ୍ଲବର ଭିନ୍ନ ପ୍ରୟାସ , ମହିଳା ଦେଲେ ୬୧ ୟୁନିଟ ରକ୍ତ

ଢେଙ୍କାନାଳ: ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସବୁବେଳେ ଭିନ୍ନ ପ୍ରୟାସ କରି ସମାଜସେବାରେ ନିୟୋଜିତ ରହିଛି । କ୍ରମାଗତଭାବେ କ୍ଲବ ତୃତୀୟ ମହିଳା ରକ୍ତଦାନ ଶିବିର ଆୟାଜିତ କରିଛି । ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ସ୍ଥାନୀୟ ଶ୍ରୀ ବଳରାମଜୀଉ…

ପଞ୍ଜାବ ରେ ଏଥର କଗ୍ରେସ ନୁହେଁ, ଆମ ଆଦମୀ ପାର୍ଟି ସରକାର କରିବ:ସି-ଭୋଟର ସର୍ଭେ

ଚଣ୍ଡିଗଡ଼: ଦେଶ ର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ପଞ୍ଜାବରେ ଏଥର କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ସୂଚନା ଦେଇଛି । ସର୍ଭେ ଅନୁଯାୟୀ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି କି ଚଳିତ ନିର୍ବାଚନ ରେ କଂଗ୍ରେସ ଉପରେ ଆସ୍ଥା…

ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୁଆ ଗାଁ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ନୁଆଗାଁ ଗ୍ରାମ ର ସତ୍ୟବାଦୀ ଅନୁଷ୍ଠାନ ର ସହଯୋଗ ରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କାର୍ଯ୍ୟ କ୍ରମରେ କ୍ରୀଡାବିତ୍ ମାନେ ବିଭିନ୍ନ ଗ୍ରାମରୁ ଆସି ଅଂଶ…

କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ

 କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର  ବିଧାୟକ ତଥା…

ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ

ଢେଙ୍କାନାଳ: ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଢେ଼ଙ୍କାନାଳ-ଅନୁଗୋଳ ପାସେଞ୍ଜର ଆସୋସିଏସନ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ,ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କର୍ଯ୍ୟଟି…

ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ…

ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ବାର୍ଷିକ ସମ୍ମିଳନୀ ପାରସ୍ପରିକ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେଇଛି

ଗୁରୁଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ତିନି ଦିବସୀୟ ୧୨୬ତମ ବାର୍ଷିକ ସମ୍ମିଳନୀ ଗତକାଲି ସଫଳତା ପୁର୍ବକ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜମାଅତ ଅହମ୍ମଦିଆର ଆଧ୍ୟାତ୍ମିକ ବିଶ୍ଵ ଖଲିଫା ହଜରତ ମିର୍ଜା ମସରୁର ଅହମ୍ମଦ ଲଣ୍ଡନରୁ ଏମ୍.ଟି.ଏ ଟେଲିଭିଜନ…