Take a fresh look at your lifestyle.

ଖଙ୍କିରା କପ କ୍ରିକେଟ, ଆୟୋଜକ ଖଙ୍କିରା ବିଜୟୀ

0 14

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ  ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଷଷ୍ଠ ଦିନର ଖେଳ ଖଙ୍କିରା ସହ   ଧାନମଣ୍ଡଳ   ର ଖେଳ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଆୟୋଜକ ଖଙ୍କିରା ବିଜୟୀ ହୋଇଛି | ପ୍ରଥମେଟସ ଜିତି ଧାନମଣ୍ଡଳ 20 ଓଭରରେ 144 ରନ ସଂଗ୍ରହ କରିଥିଲା |
ଏହାର ଜବାବରେ ଖଙ୍କିରା  17 ଓ ଭରରେ 145 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।  ଖେଳ ପରିଚାଳନା କରୁଥିଲେ ବିଜୟ ବ୍ରହ୍ମ ଓ ତାପସ ବାରିକ ସ୍କୋର ଭାବେ ବିଭୁତି ଓ ରୁଦ୍ର ରହିଥିବାବେଳେ କଂମେଟ୍ରୀ ରେ ଚିକୁ ଭୂୟା ଥିଲେ। ଆସନ୍ତାକାଲି ର ମ୍ୟାଚ ଛତିଆ ସହିତ ମିଲନ Cଯାଜପୁର)ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.