Take a fresh look at your lifestyle.

ରମାକାନ୍ତ ସାହୁଙ୍କ ଅକାଳ ବିୟୋଗ, ରେଳଯାତ୍ରୀ ସଂଘର ଶୋକସଭା

କିଛି ଦିନ ତଳେ ରାସ୍ତା ଦୁର୍ଘଟଣାରେ ଆହତ ହୋଇଥିଲେ

0 18

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲା ଦୈନିକ ରେଳଯାତ୍ରର ସଙ୍ଘର ସଭ୍ୟ ଦୈନିକ ରେଳଯାତ୍ରୀ ରମାକାନ୍ତ ସାହୁଙ୍କର ଅକାଳ ବିୟୋଗ ହୋଇଛି । ରମାକାନ୍ତ ଙ୍କର ଅକାଳ ବିୟୋଗରେ ଏକ ଶୋକସଭା ସହରସ୍ଥିତ ଯାଉଁଳିପୋଖରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ତଳେ ସେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ଆପୋଲୋ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେ ଜଣେ ପରୋପକାରୀ, ମେଳାପୀ ଏବଂ ରାକ୍ତଦାନ ଶିବିରର ସକ୍ରୀୟ ସଦସ୍ୟ ଥିଲେ । ତାଙ୍କର ମୃତ୍ୟୁରେ ରେଳଯାତ୍ରୀ ସଙ୍ଘର ସମ୍ପାଦକ ବଦ୍ରୀନାରାୟଣ ମିଶ୍ର, ଉପଦେଷ୍ଠା ପ୍ରକାଶ ମହାନ୍ତିଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି୍ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.