Take a fresh look at your lifestyle.

ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ

0 22

Get real time updates directly on you device, subscribe now.

ଢେଙ୍କାନାଳ  : ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟ ରେ  ଆଜି ଠାରୁ  ପହିଲି ଭୋଗ ଆରମ୍ଭ ହୋଇଛି | ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ | ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ମହାସ୍ନାନ , ନୂତନ ବସ୍ତ୍ର ପରିଧାନ , ତୁଳସୀ ହାର ,ଫୁଲ ହାର ରେ ସୁସଜ୍ଜିତ କରା ଯାଇ ଥିଲା |
ଭୋର ପାଞ୍ଚ ଘଟିକା ସମୟ ରେ ପହିଲି ଭୋଗ ଲାଗି କରା ଯାଇ ଥିଲା |  ସାଢେ଼ ଦଶ ଟା ସମୟ ରେ ଖେଚୁଡି ଭୋଗ , ମଧ୍ୟାହ୍ନ  ରେ ଅର୍ନ ଶଙ୍କୁଡ଼ି ,, ସଂଧ୍ୟା ବେଳେ ଆଳତି , ରାତ୍ର ଧୂପ ,ପୂଜକ ଶ୍ରୀବତ୍ସ ମିଶ୍ର , ପାଳିଆ ସେବକ ଶମ୍ଭୁ ନାଥ ମହାପାତ୍ର  ଓ ଜୀମାଦର୍ ବସନ୍ତ ରଥ ଙ୍କ ତତ୍ୱାବଧାନ ରେ   ପାଳିତ ହୋଇ ଯାଇ ଅଛି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.