Take a fresh look at your lifestyle.

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ

0 29

Get real time updates directly on you device, subscribe now.

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ ।  ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । କିଛି ଦିନ ତଳେ କୋଭିଡରେ ତାଙ୍କ ପତ୍ନୀଙ୍କର ପରଲୋକ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.