Take a fresh look at your lifestyle.
Monthly Archives

August 2022

ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଥିବା ଗେଲ୍ ଇଣ୍ଡିଆ ଲିମିଟେଡର ସବଷ୍ଟେସନ ସମ୍ମୁଖରେ ୬୦ ଟି ଠିକା ସଂସ୍ଥାର ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ବକେୟା ପ୍ରାପ୍ୟ ପାଇଁଏକତ୍ରିତ ହୋଇ ଗେଟରେ ତାଲା ପକାଇ ଆନେ୍ଦାଳନ କରିଛନ୍ତି । ଗେଲ୍ ଇଣ୍ଡିଆକମ୍ପାନୀ ଶ୍ରମିକ ଓ କର୍ମଚାରୀ…

କୁଶୁମୁଣ୍ଡିଆ ବିଶ୍ଵମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାନ୍ଦପୁର ଗୋଲଡ଼ ଡାଇମଣ୍ଡ ଚମ୍ପିୟାନ

କାମାକ୍ଷାନଗର(ରାଜ କିଶୋର ରାଉତ): କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଖେଳ ପଡିଆ ଠାରେ କୁସୁମୁଣ୍ଡିଆ ବିଶ୍ଵମାତା କ୍ରିକେଟ କ୍ଳବ ଆନୁକୂଲ୍ୟରେ ୧୦ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଅଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଟି ଟିମ ଭାଗ ନେଇଥିଲେ।ଫାଇନାଲ ମ୍ୟାଚ…

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ୧୩୫ ତମ ଜନ୍ମଜୟନ୍ତୀ ମହାସମାରୋହ ରେ ପାଳିତ

କାମାକ୍ଷାନଗର ( ରାଜ କିଶୋର ରାଉତ): କାମାକ୍ଷାନଗର ଏନଏସି ରେକୁଳା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ର ଙ୍କ 135ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ସତସଙ୍ଗ ର ବରିଷ୍ଠ ରୀତିକ ପୂଜ୍ୟ ବିନୋଦ କୁମାର ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ…

ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟରେ ଲାଞ୍ଚ ନହେଲେ କୌଣସି କଥା ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି । ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ…

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାଲାବୋଲ ଓ ମେହଙ୍ଗାଇ ପେ ଚର୍ଚ୍ଚା

ଢେଙ୍କାନାଳ: ନିଖିଳ ଭାରତ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ପରଜଙ୍ଗ, କାମାକ୍ଷାନଗର ଓ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରେ ହାଲାବୋଲ ଓ ମାହଙ୍ଗାଇ ଉପରେ ଚର୍ଚ୍ଚା କାଯ୍ୟକ୍ରମ…

ସଦ୍ଭାବନା ଭାରତୀୟ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଳଦିଆବନ୍ଧ ପଞ୍ଚାୟତର ମହୁଲପଡା ଗ୍ରାମସ୍ଥିତ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଶନିବାର ଅପରାହ୍ନରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଗୃହର ମୁଖ୍ୟ ପରିଚାଳିକା ତଥା ଇନ୍ଦିରା ମଙ୍ଗଳ ପ୍ରତିଷ୍ଠାନର ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି…

ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜେପି ର ଅନୁସନ୍ଧାନକାରି ଟିମ

କାମାକ୍ଷାନଗର(ରାଜ କିଶୋର ରାଉତ): ମଧ୍ୟାହ୍ନ ଭୋଜନ ଖାଇ 86ଛାତ୍ରୀ ଛାତ୍ର ଡାକ୍ତରଖାନା ରେ ଭର୍ତ୍ତି ହେବା ଘଟଣା ର ସତ୍ୟ ଅନୁସନ୍ଧାନ ନିମନ୍ତେ ବିଜେପି ଟିମ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ପ୍ରବାସୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଙ୍କ ସହିତ ମଣ୍ଡଳ ସଭାପତି ପ୍ରସାଦ ସେଠି ଗୋପାଳ ସାହୁ ୩ ଜଣିଆ…

ମଧ୍ୟାହ୍ନ ଭୋଜନ ଖାଇ 60 ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ସୋଇପଡିବାରୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ପିଲାଙ୍କ…

ଆଜିର ରାଶିଫଳ ଓ ନକ୍ଷତ୍ର

???ମହାବୀର ପଞ୍ଜିକା??? ✧═════•❁❀❁•═════✧ ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୨ ମସିହା(ଶନିବାର) ଶକାବ୍ଦ -୧୯୪୪ ସମ୍ବତ -୨୦୭୯ ଦିଲ୍ଲୀସ୍ୱରାଦ୍ଧ-୧୪୨୯ ସମ୍ବତ୍ସର-ଅନଳ ଭାଦ୍ର-କୃଷ୍ଣପକ୍ଷ ତିଥି- ନବମୀ ରାତ୍ରି ଘ୧୨/୩୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ରୋହିଣୀ ରାତ୍ରି…

ଢେଙ୍କା ବଚନ

ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ ଢେଙ୍କା ଶବର ମୁଁ ମୋତେ ଚିହ୍ନିବାକୁ ଚେଷ୍ଟା କର ମୋତେ ଜାଣିବାକୁ ଚେଷ୍ଟା କର ଏ ମାଟିରେ ରହୁଛ ଏ ମାଟିର ଇତିହାସ ଭିତରକୁ ଟିକେ ପ୍ରବେଶିବାକୁ ଚେଷ୍ଟା କର…