Take a fresh look at your lifestyle.
Daily Archives

August 16, 2022

ବ୍ରାଉନ ସୁଗାର ବେପାରୀ କାବୁ:୩୦ଗ୍ରାମ ବ୍ରାଉନ ସୁଗାର ଜବତ କଲା ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡ

ଢେଙ୍କାନାଳ: ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି । ତା ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି…

ଏସଟିଏଫ ର ଚଢ଼ାଉ: ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ

ଢେଙ୍କାନାଳ:  ଢେଙ୍କାନାଲ ସଦର ଥାନା ଅଂଚଳ ପାଲଟି ଯାଇଛି ଚୋରା ବନ୍ଧୁକ କାରବାରର ହବ । ସଦର ଥାନା ଅଂଚଳରେ ଏସଟିଏଫ ର ଚଢ଼ାଉରେ ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ କରି ଜଣଙ୍କୁ କାବୁ କଲା ଏସ ଟି ଏଫ  । ଗତ କିଛିଦିନ ପୂର୍ବେ ଭାପୁର ଅଂଚଳରୁ ଏସ ଟି ଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ…

ମହିମା ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା ୧୫.୦୮.୨୦୨୨ରିଖରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ "ସ୍ଵାଧୀନତା ଦିବସ" ପାଳିତ ହୋଇଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେ ଥିବା ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର…