Take a fresh look at your lifestyle.

ଏସଟିଏଫ ର ଚଢ଼ାଉ: ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ

0 62

Get real time updates directly on you device, subscribe now.

ଢେଙ୍କାନାଳ:  ଢେଙ୍କାନାଲ ସଦର ଥାନା ଅଂଚଳ ପାଲଟି ଯାଇଛି ଚୋରା ବନ୍ଧୁକ କାରବାରର ହବ । ସଦର ଥାନା ଅଂଚଳରେ ଏସଟିଏଫ ର ଚଢ଼ାଉରେ ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ କରି ଜଣଙ୍କୁ କାବୁ କଲା ଏସ ଟି ଏଫ  ।

ଗତ କିଛିଦିନ ପୂର୍ବେ ଭାପୁର ଅଂଚଳରୁ ଏସ ଟି ଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ ଜବତ କରିଥିବା ବେଲେ ମଙ୍ଗଲବାର ପୁଣି ଚଢ଼ାଉ କରିଛି ।

ବିଶେଷ ସୂତ୍ରରୁ ସୂଚନା ପାଇ ଏସଟିଏଫ ର ଏକ ଟିମ ମଙ୍ଗଳ ବାର ଆଜି ଢେଙ୍କାନା ଳ ସଦର ଥାନା ଅନ୍ତର୍ଗତ ଛାଟିଆ ଓ ଡେଙ୍ଗଚୋରେଇ ଗ୍ରାମରେ ଚଢ଼ାଉ କରିଥିଲା ।

ଏହି ଚଢ଼ଉରେ ୫ଟି ଚୋରା ବେଶୀ ପିସ୍ତଲ ଓ ଅଫୁଟା ଗୁଳି ଜବତ ଜବତ କରାଯାଇଛି। ଏହି ଚୋରା ଦେଶୀ ପିସ୍ତଲ କାରବାର କରୁଥିବା ଛାଟିଆ ଅଂଚଳର ରୋହିତ ନାୟକ ନାମକ ଜଣେ ଯୁବକ କୁ ଗିରଫ କରିଛି ଏସଟିଏଫ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.