Take a fresh look at your lifestyle.
Daily Archives

August 29, 2022

ବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢା ଜାଗାରେ ଚାଉଳ ବସ୍ତା ବୋହି ଶ୍ରମିକ ସଜାଇଲେ ସହକାରୀ ଶିକ୍ଷକ

କାମାକ୍ଷାନଗର( ରାଜ କିଶୋର ରାଉତ):ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ବେଳେ ପ୍ରକୃତ ପକ୍ଷେ ଏହା କେବଳ କାହାଜ କଲମ ରେ ଚାଲିଛି ।ସରକାରୀ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ବାସ୍ତବରେ ତାହା…

ସୂଚନା ଅଧିକାର ଆଇନ ବାଟବଣା : ପ୍ରଥମ ଅପିଲ କର୍ତ୍ତୃପକ୍ଷ ଦିନ ଧାର୍ଯ୍ୟ କରି ଶୁଣାଣି କଲେ ନାହିଁ

କଙ୍କଡାହାଡ଼: ସୂଚନା ଅଧିକାର ଆଇନରେ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଟୁକୁନ ବିଶ୍ୱାଳ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ଢେଙ୍କାନାଳ ଙ୍କ ଠାରେ କଙ୍କଡାହାଡ଼ ବ୍ଲକ ରେ ୨୧ ଟି ପଞ୍ଚାୟତ ରେ ମନରେଗା ଯୋଜନାରେ ବ୍ୟକ୍ତିଗତ ଭାବେ ପାଇଥିବା…

ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ…

୫୩ନମ୍ବର ଜାତୀୟ ରାଜପଥ ରେ ଟ୍ରକ ସହ ଅଟୋ ମୁହାଁ ମୁହିଁ ଧକ୍କା,୫ମୃତ

କାମାକ୍ଷାନଗର (ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥର ଖମ୍ବ ଗାଁ ଛକ ୫୩ ନଂ ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ । ମୃତକ ମାନେହେଲେ କାମାକ୍ଷାନଗର ଥାନା…