Take a fresh look at your lifestyle.
Daily Archives

August 10, 2022

କେନାଲରେ ବୁଡି ମହିଳା ମୃତ୍ୟୁ: ଅପମୃତ ମାମଲା ରୁଜୁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ହୋଇଛି ।ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତ ବୁଢ଼ୀବିଲ ଗ୍ରାମର ସୁଶିଳା ମହାନ୍ତ(୪୫) ।ଗତକାଲି ସନ୍ଧ୍ୟା ୬ ଟା ବେଳେ କେନାଲ କୁ ଗାଧେଇ ବାକୁ ଯାଇଥିବା ବେଳେ କେନାଲ ପାଣି ଛାଡିବାରୁ ଗୋଡ଼ ଖସିଯାଇ…

ବିନା ସୂଚନା ଫଳକରେ ନିମ୍ନ ମାନର କଂକ୍ରିଟ ରାସ୍ତା ନିର୍ମାଣ ; ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ ।

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଖନ୍ଦା ଗ୍ରାମର ପଦ୍ମପୁର ସାହିରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଅଛି ।ଏହା କେଉଁ ଅନୁଦାନରୁ କେତା ଟଙ୍କା ଅଟକଳରେ ରାସ୍ତା ନିର୍ମାଣ ହେଉଅଛି ନାଗରିକ ମାନଙ୍କ ଜାଣିବା ପାଇଁ କୌଣସି ସୂଚନା ଫଳକ ନାହିଁ ।କୌଣସି…

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି । ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର…

ଡାକ ବିଭାଗ ଓ କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତିକୁ ଡାକ କର୍ମଚାରୀଙ୍କ ବିରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ କର୍ମଚାରୀମାନେ କେନ୍ଦ୍ର ସରକାର ଏବଂ ଡାକ ବିଭାଗର ଜମାକାରୀ ମାରଣ ନୀତିକୁ ବିରୋଧ କରି ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ଲୋଲୁପଦୃଷ୍ଟି ଏବେ ଡାକଘରେ ଥିବା ସ୍ୱଳ୍ପ ସଂଚୟ ବ୍ୟବସ୍ଥାର ଜମାକାରୀଙ୍କ ଉପରେ ପଡୁଛି ବୋଲି ଅଭିଯୋଗ…

ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଅମୃତ ମହୋତ୍ସବ ପାଳନ କରାଯାଉଛି I ଏହି ଅବସରରେ ଭୁବନ ବ୍ଲକ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି I ବିଦ୍ୟଳୟ ର ପ୍ରଧାନ…

ମଠକରଗୋଳା ମହାବିଦ୍ୟାଳୟରେ “ହର ଘର ତ୍ରିରଙ୍ଗା ” ସଚେତନତା କାର୍ଯକ୍ରମ

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଠକରଗୋଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ"ହର୍ ଘର୍ ତିରଙ୍ଗା" କାର୍ଯକ୍ରମ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଓ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ…

ଲଗାଣ ବର୍ଷାରେ କାନ୍ଥପଡି ମହିଳା ମୃତ

ଢେଙ୍କାନାଳ : ଗତ କିଛିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଏକ କଚାଘରର କାନ୍ଥ ବୁଶୁଡି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଶଙ୍କରପୁର ପଂଚାୟତ ଅନ୍ତର୍ଗତ ପାମାଳା ଗ୍ରାମର ହୃଷିକେଶ ଜେନାଙ୍କ ସ୍ତ୍ରୀ ଭାରତୀ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ, ସଦର…

ଝାମୁଯାତ୍ରାରେ  ନାବାଳିକା କୁ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ ଘଟଣା:ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ…

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଦମପାଳ ମଙ୍ଗଳା ମନ୍ଦିରରେ ୨୦୧୫ମସିହା ଏପ୍ରିଲ ୧୪ତାରିଖ, ଝାମୁଯାତ୍ରାରେ ଜଣେ ନାବାଳିକାକୁ କମେଟମରା ଓ ଯୁକ୍ତତର୍କ ପରେ କଟୁରୀରେ ହାଣି ହତ୍ୟା ମାମଲାର ବିଚାର କରି ମାନ୍ୟବର ଆଡହକ୍ ଆଡିସିନାଲ୍ ସେସନ ଜଜ୍ ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ…