Take a fresh look at your lifestyle.
Daily Archives

August 18, 2022

 ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଢେଙ୍କାନାଳ: ରାଜ୍ୟ କୃଷି, ମତ୍ସ୍ୟ ସମ୍ପଦ ଓ ପ୍ରାଣୀଧନ ବିଭାଗର ମନ୍ତ୍ରୀ ତଥା ପଡୋଶୀ ଆଠଗଡ ନିର୍ବାଚନ ମଣ୍ଡଳୀର ପ୍ରତିନିଧି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟରେ ସ୍ୱାଧିନତା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତୋଳନ ପରେ ଦିନ ସାଢେ ୧୧ଟା…

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ  ୭୬ ତମ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି  ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ୭୬ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର…

ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ…

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି,…

ସ୍ୱାଧିନତା ଦିବସରେ ପୋଖରୀ ଉଦଘାଟନ

ଭୁବନ : ପବିତ୍ର ୭୬ ତମସ୍ୱାଧିନତା ଦିବସ ଅବସର ରେ ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତ ର ନୂଆ ଜିରାଳଠାରେଏକ ପୋଖରୀ ଉଦଘାଟିତ ହୋଇଯାଇଛି । ସରପଂଚ ମୋହନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି , ବିଡିଓ ଆର୍ଶୀବାଦ…

ଭୁବନ ର ବିଭିନ୍ନ ସ୍ଥାନରେରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭୁବନ : ଭୁବନ ପଞ୍ଚାୟତ ସମିତିତରଫରୁ ୭୬ ତମସ୍ୱାଧିନତା ଦିବସ ପାଳିତହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିକହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା ।…

ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଗୁଣ୍ଡିଚାପଡ଼ା ଠାରେ ଜାତୀୟ ପତାକା ଉତୋଳନ

ଢେଙ୍କାନାଳ (ଅନସାର ଅଲି ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ୍ ଜାମେ ମସଜିଦ ଠାରେ "ସ୍ୱାଧୀନତାର ଅମୃତ ମହୋତ୍ସବ" ଅବସରରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଅହମ୍ମଦିୟା ମୁସଲିମ୍ ସଂଗଠନର ସଭାପତି ତଥା ମୁଖ୍ୟ ଅତିଥି ସୁଲେମାନ ଅଲୀ ଖାଁ ପତାକା ଉତୋଳନ…