Take a fresh look at your lifestyle.

ସ୍ୱାଧିନତା ଦିବସରେ ପୋଖରୀ ଉଦଘାଟନ

0 11

Get real time updates directly on you device, subscribe now.

ଭୁବନ : ପବିତ୍ର ୭୬ ତମସ୍ୱାଧିନତା ଦିବସ ଅବସର ରେ ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତ ର ନୂଆ ଜିରାଳଠାରେଏକ ପୋଖରୀ ଉଦଘାଟିତ ହୋଇଯାଇଛି ।

ସରପଂଚ ମୋହନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି , ବିଡିଓ ଆର୍ଶୀବାଦ ପରିଡା, କନିଷ୍ଠ ଯନ୍ତ୍ରୀ ଗିରିଶ ଚନ୍ଦ୍ର ପରିଡା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ୱର ନନ୍ଦ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ନଡିଆ ବାଡେଇ ପୋଖରୀ ଉଦଘାଟନ କରିଥିଲେ । ସୂଚନାଯେଗ୍ୟ ଯେ,ଏହି ପୋଖରୀଟି ମନରେଗା ଯେଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.