Take a fresh look at your lifestyle.
Daily Archives

August 14, 2022

ଆଜିଠାରୁ ଭାଦ୍ରବ ମାସର ପ୍ରଥମ ରବିବାର ଥିବାରୁ ଖୁଦୁରୁକୁଣି ଓଷା ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ଖୁବୁରୁକୁଣି ଓଷା । ଓଡ଼ିଆ ଘରେ ଯେପରି ବାର ମାସରେ ତେର ପର୍ବ ହୋଇଥାଏ ସେହି ପରି ଖୁଦୁରୁକୁଣି ହେଉଛି ଝିଅ ଓ ବୋହୁଙ୍କର ଏକ ବଡ ପର୍ବ। ଏହି ପର୍ବ ଭାଦ୍ରବ ମାସର ପ୍ରତ୍ୟକ ରବିବାର ହୋଇଥାଏ । ସକାଳୁ ଉଠି ଝିଅ ବୋହୁ ମାନେ ଫୁଲ ତୋଳି ମାଳ ଗୁନ୍ଥି…

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭାଜନର ସ୍ମରଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ ରବିବାର ବିଭାଜନ ବିଭିଷୀକା ସ୍ମରଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଓ…

ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଭୁବନ : ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଆନୁଷ୍ଠାନିକ ଭାବେଏହାକୁ ଉଦଘାଟନ କରିବା ପରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳ ଙ୍କ ତତ୍ୱାବଧାନରେ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, କର୍ମଚାରୀ…

ଭୁବନରେ ହର ଘର ତ୍ରିରଙ୍ଗା: ସାରା ସହର ତ୍ରିରଙ୍ଗା ମୟ

ଭୁବନ : ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ ସାରା ଦେଶରେ ଅପୂର୍ବ ଉଦ୍ଦିପନା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ ରୁ ୧୫ ତିନି ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜଘରେ ତ୍ରିରଙ୍ଗା ପତାକା ଉଡାଇବେ । ହର ଘର ତ୍ରିରଙ୍ଗାକୁ ଆହୁରି ଆକର୍ଷଣୀୟ ଓ…

ଜିଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ:ଗଁଦିଆ ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ସରୋଜ ପଟ୍ଟନାୟକ, ବ୍ଲକ କଂଗ୍ରେସ କମିଟି ସଭାପତି ଶେଷଦେବ ମହାପାତ୍ର, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ଜିଲ୍ଲା ଉପସଭାପତି ଡମ୍ବରୁଧର ସେଠି,…

ଜରି ପାଲ ତଳେ ଛଅ ପ୍ରଣୀ କୁଟୁମ୍ବ, ପଡୁନି ପ୍ରଶାସନ ର ନଜର

କାମାକ୍ଷାନଗର(ରାଜ କିଶୋର ରାଉତ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ଅସହାୟ ଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି I ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରି କଚା ଘରକୁ ପକ୍କା ଘର କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବାରାଦ ହେଉଥିବା ବେଳେ ପଞ୍ଚାୟତ ସ୍ତରରେ ଅଧିକାରୀଙ୍କ ଖାମଖିଆଲି…

କାନ୍ଥପଡି ମହିଳା ମୃତ

କାମାକ୍ଷାନଗର( ରାଜ କିଶୋର ରାଉତ): କାନ୍ଥ ପଡି ମହିଳା ମୃତ୍ୟୁ। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ) । ଶାନ୍ତିଲତା ଭଉଣି ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ ଖସିପଡିଥିଲା।…

ମହିମା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ "ଘରେ ଘରେ ତ୍ରିରଙ୍ଗା" (Har Ghar Tiranga) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି  । ଏହି କାର୍ଯ୍ୟକ୍ରମ ନିମନ୍ତେ ଏକ ରାଲ୍ଲୀ ଅନୁଷ୍ଠିତ ହୋଇଅଛି, ଯାହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ…