Take a fresh look at your lifestyle.
Monthly Archives

September 2022

ମହିମା ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଦୁଇ ଦିନ ଧରି +୨ ପ୍ରଥମ ବର୍ଷର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ତଥା ମାର୍ଗ ଦର୍ଶନ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷଙ୍କ ସଭାପତିତ୍ଵରେ ଅନୁଷ୍ଠିତ…

ମହିମା ମହାବିଦ୍ୟାଳୟ ଯୋରନ୍ଦାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାଦ୍ବାରା "ଜାତୀୟ ସେବା ଯୋଜନା ଦିବସ" ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କଦ୍ଵାରା ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି  ବାହାରି ଯୋରନ୍ଦା, ନାଟିମା, ଯାମୁସରା ଓ ନୁଆସାହି ଆଦି…

ଭୁବନ ଏନଏସି ତରଫରୁ ସ୍ୱଚ୍ଛ ଭାରତ ପ୍ରଶିକ୍ଷଣ ଶିବିର

ଭୁବନ : ଭୁବନ ଏନଏସି ତରଫରୁ ସଦଭାବନା ଗୃହଠାରେ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦରକରି…

ରାଜେଶ କୁମାର ଦେହୁରୀଙ୍କୁ ଦାଇତ୍ୱ ମିଳିଲା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ

କଙ୍କଡାହାଡ଼:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମ ବିଜୁ ଜନତା ଦଳର ଯୁବ ନେତା ରାଜେଶ କୁମାର ଦେହୁରୀଙ୍କୁ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ମିଳିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏ…

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ  ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା |ଯାହାଙ୍କ ପୁରା ନାମ ହେଉଛି ଅନନ୍ତ ଚରଣ ଦାସ | ସେ ପାଖାପାଖି ଦୁଇ ବର୍ଷ ହେଵ ଏହି…

ଚନ୍ଦାର ଗାଁରେ ଲକ୍ଷାଧିକଟଙ୍କାର କୋଇଲା ଠାବ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଳିଶ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା  ଦେଖିବାକୁ …

ବଜରଙ୍ଗ କ୍ଲବ ତରଫରୁ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ୬୫ତମ ଶ୍ରାଦ୍ଧ ଦିବସ ପାଳନ

ଢେଙ୍କାନାଳ: ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ପାଖରେ ଥିବା ଜିଲ୍ଲାର ବିପ୍ଲବୀ , ସ୍ଵାଧିନତା ସଂଗ୍ରାମୀ ବିଷିଷ୍ଟ ସମାଜବାଦୀ ନେତା ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକ ବଜରଙ୍ଗ କ୍ଲବ୍ ତରଫରୁ ପାଳନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଖଣି ଇସ୍ପାତ ମନ୍ତ୍ରୀ…

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି l ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ…

 ଐତିହାସିକ ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି : ଭସାଣିରେ କେବଳ ପାରମ୍ପରିକବାଦ୍ୟ

ଭୁବନ : ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ଯାକଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ମାଣ୍ଡିଆରେ ରହିଛି ବହୁତ ଉପକାରୀ ଗୁଣ : ଆସନ୍ତୁ ଜାଣିବା ମାଣ୍ଡିଆର କେତେକ ସ୍ୱାସ୍ଥ୍ୟଗତ ଲାଭ ବିଷୟରେ…

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ: ଆପଣ ଯଦି ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଆହାରରେ ମାଣ୍ଡିଆ ନିଶ୍ଚିତ ଭାବେ ସାମିଲ କରନ୍ତୁ। ମାଣ୍ଡିଆରେ ଟ୍ରିପ୍ଟୋଫ୍ୟାନ୍‌ ଆମିନୋଏସିଡ ରହିଛି ଯାହା ଭୋକ ନିୟନ୍ତ୍ରଣ କରିଥାଏ। ସେହିପରି ଅନ୍ୟ ଶସ୍ୟ ବା ଚାଉଳ ତୁଳନାରେ ଅଧିକ ପରିମାଣର…