କୁକୁଡା ଚାଷୀ ସଂଘ ପକ୍ଷରୁ ମହାସମାବେଶ
ଢେଙ୍କାନାଳ: ସ୍ଥାନୀୟ ମହିଷାପାଟ ଠାରେ ତାତିଲେ ରାଜ୍ୟ ବ୍ୟାପି କୁକୁଡା ଚାଷୀ ସଂଘ।କୁକୁଡା ଚିଆଁ ଯୋଗାଉଥିବା କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଓ ରାଜ୍ୟରେ କେତେ କୁକୁଡା ଚାଷୀ ଅଛନ୍ତି I
ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ଭଳି ପ୍ରସଙ୍ଗକୁ ନେଇ ଢେଙ୍କାନାଳରେ ଏକାଠି…