Take a fresh look at your lifestyle.
Daily Archives

September 4, 2022

ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆପ୍‌ର ରାଜ୍ୟ ପ୍ରବକ୍ତା ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଡା. ଅଜୟ କୁମାର ପତି ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟିରେ ପ୍ରତ୍ୟେକ ପଞ୍ଚାୟତରୁ…

ହଂସୀ ବୁଣାକାର ମହାସଙ୍ଘ ବୈଠକ

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କାଲୁରିଆ ପଞ୍ଚାୟତ ପରିସରରେ ଢେଙ୍କାନାଳ ଜିଲା ହଂସୀବୁଣାକାର ମହାସଙ୍ଘ ଅର୍ଣ୍ଣକୋଟିସ୍ୱର ଜୋନ ୫ ଠାରେ ସଭାପତି ବିଜୟକୁମାର ବେହେରା  (ଓଡିଶା ଉଚ୍ଚ ନ୍ୟାୟଳୟ ଆଇନଜିବି ଏବଂ ଜଣେ ମହିମା ଧର୍ମୀ) ଙ୍କ ସଭାପତିତ୍ୱ ରେ କାଳୁରିଆ ପଞ୍ଚାୟତ ପରିସରରେ…

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ

କାମାକ୍ଷାନଗର( ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଳ୍ପନା କ୍ଲବ ଠାରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ତରଫରୁ ସାମ୍ବାଦିକ ଗୌରବ ଓ ଶାଳବଣ ର କବି ଗିରିଶ ନନ୍ଦ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି l ସେ ଏକାଧାରରେ…