Take a fresh look at your lifestyle.
Daily Archives

September 1, 2022

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁର୍ନର ଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ 2021ମସିହା ଜାନୁଆରୀ 17 ବାର୍ଷିକ ଉତ୍ସବ ରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ…

ପୂଜା ମଣ୍ଡପ “ମୁଁ ଭୁବନକୁ ଭଲ ପାଏ ” ଉଦଘାଟିତ

ଭୁବନ : ଭୁବନର ପ୍ରସିଦ୍ଧ ଦଶହରା ପର୍ବ ପରେ ଯୁବ ସମାଜ ଷ୍ଟାର କ୍ଳବ ଅଗ୍ରପୁଜ୍ୟ ଗଜାନନଙ୍କର ପୂଜାକୁ ନେଇ ଯେଉଁ ଗଣ ପର୍ବ ଆରମ୍ଭ କରିଥିଲା ଆଜି ତାହା ଏକ ମହାପର୍ବ ରେ ପ୍ରସିଦ୍ଧ ଲାଭ କରିପାରିଛି । ଏବେ ଭୁବନ ଦ୍ୱିତୀୟ ଦଶହରା କହିଲେ ଗଣେଷ ପୂଜାକୁ ବୁଝାଉଛି । ଯେଉଁଥିରେ ହଜାର ସଂଖ୍ୟାର…

ଭୁବନ ଗଣେଷ ପୂଜା ଖବର

ଭୁବନ: ଭୁବନର ପୂଜାମଣ୍ଡପରେ ସତେଇଶ ଟି ମେଢ଼ ଶୋଭା ପାଉଛିI ଆକର୍ଷଣୀୟ ତୋରଣ ସହ ଲାଇଟ ଗେଟ ସନ୍ଦ୍ୟା ସମୟ ରେ ବେଶ ଝିକିମିକି କରୁଛି I ପାଖ ଆଖ ଲୋକ ଙ୍କର ବେଶ ଭିଡ଼ ଜମୁଛି I ପ୍ରଶାସନ ତରଫରୁ ଭିଡକୁ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସାମାନ୍ଯ ରଖିବା ନିମନ୍ତେ ଦୁଇଚକିଆ, ଚାରିଚକିଆ ଓ…

ଟ୍ରକ ଧକ୍କାରେ ଜେଲର ଗୁରୁତର

ଭୁବନ : ଜାତୀୟ ରାଜପଥ 53ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ନମ୍ବର ଏମ ପି 16 ଏଚ 1464 ରାସ୍ତା କଡ଼ କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର କରାଯାଇଛିI ମଟର ସାଇକେଲ ନମ୍ବର ଓଡି 06ଵି 9602ଟି ଟ୍ରକ ଚକା ତଳେ ରହିଯାଇଛିI ମଟର…

ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା

ଭୁବନ:  ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟିଛି । ବାଇକକୁ ଏକ ଟ୍ରକ ପିଟିଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ଜଣେ ଜେଲରଙ୍କ ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଖବର ନେବାରୁ ଜଣାପଡିଛି ଯେ ଯାଜପୁର ଜେଲର ପପୁ ପ୍ରସାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ…

ଜୟପୁର ଗ୍ରାମର ବୃଦ୍ଧା ପାଣି ରେ ବୁଡିଗଲା

ଭୁବନ : ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିବା ସନ୍ଦେହ ହେଉଛି I ବୁଧବାର ଦିନ ପ୍ରାୟ 11ଟା ବେଳେ ଘରୁ ଯାଇଥିଲେ . ଦିନ ଗୋଟାଏ ଯାଏ ଘର କୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ I ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ…

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

କାମାକ୍ଷାନରର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏକ ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳିଛି। ଡଙ୍ଗାପାଳ ଗାଁର ଗୋଲେଖ ମହାନ୍ତଙ୍କ ୩୧ ବର୍ଷୀୟ ପୁଅ ଦେବବ୍ରତ ମହାନ୍ତ। ଦୁଇ ବର୍ଷ ତଳେ କାମ କରୁଥିବା ସମୟରେ ଖସି ପଡିବାରୁ…