Take a fresh look at your lifestyle.

ଟ୍ରକ ଧକ୍କାରେ ଜେଲର ଗୁରୁତର

0 2

Get real time updates directly on you device, subscribe now.

ଭୁବନ : ଜାତୀୟ ରାଜପଥ 53ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ନମ୍ବର ଏମ ପି 16 ଏଚ 1464 ରାସ୍ତା କଡ଼ କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର କରାଯାଇଛିI

ମଟର ସାଇକେଲ ନମ୍ବର ଓଡି 06ଵି 9602ଟି ଟ୍ରକ ଚକା ତଳେ ରହିଯାଇଛିI ମଟର ସାଇକେଲ ଚାଳକ ଜଣକ ଯାଜପୁର ଜିଲ୍ଲା ରଗଡି ର ଜେଲର ପ୍ରଫୁଲ୍ଲ ମହାରଣା (37) ଅଟନ୍ତି I

ତାଙ୍କ ଘର କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ହୋଇଥିବା ବେଳେ ଭୁବନ ବ୍ଲକ ଗଡ଼ଗଁପୁର ଗ୍ରାମକୁ ଶାଶୁର ଘର କୁ ଆସିଥିଲେ ପ୍ରଫୁଲ୍ଲ I ପ୍ରଥମେ ଭୁବନ ଡାକ୍ତରଖାନା ଓ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛିI

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.