Take a fresh look at your lifestyle.
Daily Archives

September 11, 2022

“ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”

ଢେଙ୍କାନାଳ :  ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତ କଲ୍ୟାଣମଣ୍ଡପ ଠାରେ ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ନେହ, ଶ୍ରଦ୍ଧା,…

କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି । ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ…

ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି

ଢେଙ୍କାନାଳ : ଭାରତୀୟ ଜୀବନବୀମା ଢେଙ୍କାନାଳ ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ବି ସୁଜିତ କୁମାର ଯୋଗଦେଇ ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ । ଉତ୍ସବରେ…