Take a fresh look at your lifestyle.

ଆଇଏଏସସ୍ତରରେ ବଡ ଅଦଳବଦଳ

0 23

Get real time updates directly on you device, subscribe now.

ନିକୁଞ୍ଜ ଧଳ- ଅବକାରୀ ବିଭାଗ ପ୍ରମୁଖ ସଚିବ
ଅରବିନ୍ଦ ପାଢୀ- ହସ୍ତତନ୍ତ, ବୟନଶିଳ୍ପ ପ୍ରମୁଖ ସଚିବ
ସୁରେଶ କୁମାର ବଶିଷ୍ଠ- ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ
ଶୁଭା ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ସଚିବ
ଭାସ୍ତର ଜ୍ୟୋତି ଶର୍ମା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ
ଶାଳିନୀ ପଣ୍ଡିତ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ
ଗୁହାପୁନମ ତାପସ କୁମାର- ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ
ବୃନ୍ଦା ଡି- ଜାତୀୟ ସ୍ୱାସ୍ଥ୍ୟ ମିଶନ, ନିର୍ଦ୍ଦେଶକ
ସଞ୍ଜୟ କୁମାର ମିଶ୍ର- ଓପିଟିସିଏଲ ପରିଚାଳନା ନିର୍ଦ୍ଦେଶକ
ସରୋଜ କୁମାର ମିଶ୍ର- ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.