Take a fresh look at your lifestyle.

ଆଜିର ରାଶିଫଳ ଓ ନକ୍ଷତ୍ର

0 43

Get real time updates directly on you device, subscribe now.

???ମହାବୀର ପଞ୍ଜିକା???
✧═════•❁❀❁•═════✧
ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୨ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଭାଦ୍ର-କୃଷ୍ଣପକ୍ଷ
ତିଥି- ନବମୀ ରାତ୍ରି ଘ୧୨/୩୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୪/୫୪ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା
ଚନ୍ଦ୍ର- ବୃଷ
ଯୋଗ- ବ୍ୟାଘାତ
କରଣ – ଗର
ସୌରମାସ- ସିଂହ ୦୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୦
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୧୨/୩୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ
ବିଛା ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଦିବା ଘ ୦୪/୩୧ ଗତେ ଘ୦୬/୦୮ ମଧ୍ୟେ
ବାରବେଳା – ଦିବା ଘ ୦୧/୨୧ ଗତେ ଘ୦୨/୫୭ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୩୫ଗତେ ଘ୧୨/୪୫ ମଧ୍ୟେ ଓ ରାତ୍ରି ଘ୦୮/୩୧ଗତେ ଘ୧୦/୫୦ ମଧ୍ୟେ
ବିଶୁଦ୍ଧ ମ।ହ…
? ମହାବୀର ପଞ୍ଚାଙ୍ଗ ?
?୨୦-୮-୨୦୨୨((ଶନିବାର))?
?{{ବୈଷ୍ଣବ ସମ୍ମତ ନନ୍ଦୋତ୍ସବ}}?
????????????
ଅଦ୍ଯ ସିଂହ ଦି୪ନ,ନବମୀ ଦ୪୭।୪୧ ରାଘ୧୨।୩୫,ରୋହିଣୀ ଦ୫୮।୨୬ ରାଘ୪।୫୩,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ.
????????????
ଭାରତୀୟ ସାଧାରଣ ସମୟ ଅନୁସାରେ
ସିଂହ ଦ୦/୨୬/୩୯ ଇଂଘ ୫/୩୧/୨୯ ଗତେ ଉଦୟ
କୁମ୍ଭ ଦ୦/୨୬/୧୦ ଇଂଘ ୬/୦୮/୦୭ ଗତେ ଅସ୍ତ ।
????????????
ଯୋଗିନୀ ପୂର୍ବେ । ରାତ୍ରି ଘ୧୨।୩୫ ଗତେ ଉତ୍ତରେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୪।୫୩ ଗତେ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା, ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବିଛା ରାଶିର ଘାତଚନ୍ଦ ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୭।୬ ମଧ୍ୟେ ଘ୪।୩୨ ଗତେ ଘ୬।୮ ମଧ୍ୟେ କାଳବେଳା । ଘ୧।୨୨ ଗତେ ଘ୨।୫୭ ମଧ୍ୟେ ବାରବେଳା । ରାତ୍ରି ଘ୭।୩୨ ମଧ୍ୟେ ଘ୪।୬ ଗତେ ଘ୫।୩୨ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଉ ) ଭକ୍ଷଣ ନିଷେଧ । ବୈଷ୍ଣବ ସମ୍ମତ ନନ୍ଦୋତ୍ସବ ।
????????????
(ଅମୃତ) – ଦିବା ଘ୯।୩୨ ଗତେ ଘ୧୨।୪୪ ମଧ୍ୟେ ରାତ୍ରି ଘ୮।୩୧ ଗତେ ଘ୧୦।୫୫ ମଧ୍ୟେ ଘ୧୨।୩୧ ଗତେ ଘ୨।୭ ମଧ୍ୟେ ଘ୨।୫୫ ଗତେ ଘ୪।୩୧ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
????????????
? ଜ୍ୟୋତିଷ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା ?
? ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ ?
? ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ?
?ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦?
????????????

?ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ।

?ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି।

?ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ।

?କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇଂଜିନିୟରଙ୍କୁ ଲାଭ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ କଥା ହେବେ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।

?ସିଂହ: ଅଫିସରେ କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ଭାଗୀଦାରିରେ କରୁଥିବା କାମରୁ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

?କନ୍ୟା: ଆପଣ ନିଜ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମିକପ୍ରେମିକା ସୁଖଦ ସମୟ ଅତିବାହିତ କରିବେ।

?ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। କୌଣସି ନୂଆ ସ୍ରୋତରୁ ଆପଣଙ୍କୁ ଧନଲାଭ ହେବ। ସାଥୀଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ।

?ବିଛା: କୌଣସି କାମ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଘରେ ସନ୍ତୋଷଭରା ଦିନଟିଏ ଅତିବାହିତ କରିବେ।

?ଧନୁ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

?ମକର: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିଜନଙ୍କ ସହିତ ଗମ୍ଭୀର ବିଷୟରେ କଥା ହେବେ। ପ୍ରେମ ଜୀବନ ଭଲ ରହିବ।

?କୁମ୍ଭ: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ। ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ।

?ମୀ: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ କିଛି ନୂଆ ରଚନାତ୍ମକ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.