Take a fresh look at your lifestyle.
Monthly Archives

July 2022

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ,୨ ଜଣ ଅଟକ

କଙ୍କଡାହାଡ଼: ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଓ ଷଣ୍ଢ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ। ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା…

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଓଡିଆ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ତନ୍ମୟ କବିଙ୍କର ବିଦାୟ କାଳୀନ ଉତ୍ସବ ତା ୨୮.୦୭.୨୦୨୨ ରିଖ ଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ…

ବିଟ୍ ରେ ଶତ ପ୍ରତିଶତ ସଫଳତା

ଢେଙ୍କାନାଳ: ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ବିଟ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ରେ ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ହୋଇଛି । ମହାରବିଦ୍ୟାଳୟ ର ପ୍ରତ୍ୟାଶା ସାମଲ ସର୍ବାଧିକ ୫୩୭ ନମ୍ବର ରଖି କଲେଜ ଟପର ହୋଇଛନ୍ତି ସେ ପଦାର୍ଥ ବିଜ୍ଞାନରେ ୯୯% ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି ।…

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା

କାମାକ୍ଷାନଗର(ରାଜ କିଶୋର ରାଉତ): ଗତ ୨୫ା୭:୨୦୨୨ ତାରିଖ ରେ କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ଆଜି ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା…

ମାର୍ଥାପୁରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ…

ମଠକରଗୋଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ଫଳାଫଳ

କାମାକ୍ଷାନଗର(ରାଜ କିଶୋର ରାଉତ):  +୨ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ଦ୍ଵାରା ପରିଚାଳିତ ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବାର ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି । +୨ ବିଜ୍ଞାନରେ ୧୦୬…

ବିଦ୍ୟୁତ ଆଘାତରେ ମହିଳା ମୃତ

ଭୁବନ: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ମଙ୍ଗଳବାର ୧୧ ଘଟିକା ସମୟରେ ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମା ହଲ ନିକଟସ୍ଥ ଧନେଶ୍ୱର ନାୟକ ଙ୍କ ପନôୀ ସସ୍ମିତା (୨୮) ଘରେ କେହି ନଥିବା ସମୟରେ ପ୍ଲଗ ପଏଣ୍ଟ ରୁ…

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ଢେଙ୍କାନାଳ: ଗତକାଲି କାମାକ୍ଷାନଗର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ମୃତୁ୍ୟରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ସବୁରି କଥା ସଂପାଦକ ସଦାଶିବ ମହାପାତ୍ର…

ବାଘମୁଣ୍ଡା-ସୁଣ୍ଢିକାଟେଣି ରାସ୍ତା ମରାମତି ଦାବିରେ ବାଘମୁଣ୍ଡା ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଲେ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ) :ବାଘମୁଣ୍ଡା-ଶୁଣ୍ଢିକାଟେଣି ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି ରାସ୍ତାର ସ୍ଥାଇ ମରାମତି ପାଇଁ ପ୍ରଶାସନକୁ ଯେତେ ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଆଜି ସେହି ରାସ୍ତା ଦେଇ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବୃକ୍ଷ…

ଢେଙ୍କାନାଳରୁ ଚେନ୍ନାଇକୁ ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ସଂସଦରେ ପ୍ରସ୍ତାବ ଦେଲେ ସାଂସଦ ମହେଶ ସାହୁ

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସ୍କୃତିକ, କୃଷି ଭିତିକ ଜିଲ୍ଲା ଢେଙ୍କାନାଳ, ଶିଳ୍ପନଗରୀ ଅନୁଗୁଳ, କୋଇଲା ନଗରୀ ତାଳଚେର ପ୍ରଭୃତି ଅଂଚଳ ଦେଇ ଯେଉଁସବୁ ଯାତ୍ରୀବାହୀ ରେଳ ଅନ୍ୟ ରାଜ୍ୟକୁ ଚଳାଚଳ କରୁଛି, ସେଥିପାଇଁ ସଂପୃକ୍ତ ଅଂଚଳବାସୀମାନେ ଯେତିକି ଉପକୃତ ହେଉଛନ୍ତି…