Take a fresh look at your lifestyle.
Monthly Archives

June 2022

କୁକୁଡ଼ା ଫାର୍ମକୁ ବିରୋଧ କରି ନାଠୁଆ ଗ୍ରାମବାସୀଙ୍କ ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଠୁଆ ଗ୍ରାମ ନିକଟରେ କୁକୁଡ଼ା ଫାର୍ମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନାଠୁଆ, ପାରିଖେଦା ଓ ଖଣ୍ଡବନ୍ଧ ଗାଁର ଶତାଧିକ ଗ୍ରାମବାସୀ ସାମିଲ ଥିଲେ । ୪୦ଏକର…

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ  ଶ୍ରାଦ୍ଧବାର୍ଷିକୀ  ପାଳନ

 ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ 'ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ' ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ…

କୁକୁଡ଼ାଫାର୍ମ ସ୍ଥାନାନ୍ତର ଦାବିରେ ମହୁଲପୁଞ୍ଜିବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

ଢେଙ୍କାନାଳ  : ସଂପ୍ରତି ବର୍ଷାଦିନ ଚାଲିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହୁଲପୁଞ୍ଜି ଗ୍ରାମରୁ କୁକୁଡ଼ାଫାର୍ମ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଦାବି କରିଛନ୍ତି । ଅଭିଯୋଗର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରାଜ୍ୟ ଗୃହମନ୍ତ୍ରୀ, ଓଡ଼ିଶା…

ସିଦ୍ଧ ବଳରାମ ଜୀଉଙ୍କ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ

ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି l ପ୍ରାତଃରୁ ଦ୍ଵାରପାଳ ପୂଜା ଓ ତାପରେ ମଙ୍ଗଳ ଆଳତି ଓ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ଚିତ୍ରକାର ଦ୍ଵାରା ନେତ୍ର ଦାନ କରାଯାଇଥିଲା l ତାପରେ ଠାକୁରଙ୍କୁ…

ଭୁବନର ପ୍ରସିଦ୍ଧ ଗଣେଶ ପୂଜା ପାଇଁଶାନ୍ତିକମିଟିର ପ୍ରସ୍ତୁତି ବୈଠକ

ଭୁବନ: ଭୁବନରେ ଦ୍ୱିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଉପଲକ୍ଷେ ମିଳିତ ପୂଜା କମିଟି ତରଫରୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶାନ୍ତି କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିତ ପୂଜାକମିଟି ସଭାପତି ଦୀପକ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଓ ଉପ ସଭାପତି…

ପଦଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନ ର ଜଗନ୍ନାଥ ପ୍ରେମୀ

ଭୁବନ: ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ର ପୁରୀ ଅଭିମୂଖେ ପଦଯାତ୍ରାରେ ଯାଇଛନ୍ତି । ଓସ୍ତାତ ହୃଦାନନ୍ଦ…

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

ଭୁବନ: ଭୁବନ ସରସ୍ୱତୀ ଶିଶୁ ମନ୍ଦିରେ ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟକର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାରସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟବକ୍ତା ଭାବେ…

ଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନ: ମହିମା ମହାବିଦ୍ୟାଳୟରେ ଶୋକସଭା

ଯୋରନ୍ଦା : ମହିମା ମହାବିଦ୍ୟାଳୟର ସହଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଏକ ଶୋକସଭା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, …

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ l ବାରମ୍ବାର…

ଭୁବନ ଏନଏସି ରେ ସ୍ୱଚ୍ଛ ସାଥୀ ଙ୍କୁ ପୋଷାକ ବଣ୍ଟନ

ଭୁବନ : ଭୁବନ ଏନଏସି ତରଫରୁ ସ୍ୱଚ୍ଛସାଥୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାରେ ସ୍ୱଚ୍ଛସାଥୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ…