Take a fresh look at your lifestyle.
Daily Archives

July 3, 2022

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ ରୈାପ୍ୟ ଜୟନ୍ତି

ଢେଙ୍କାନାଳ : ସଦର ବ୍ଳକ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ରୈାପ୍ୟ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ଓ ବାନ୍ଧବୀମାନେ ଏକତ୍ରିତ ହୋଇ ବନ୍ଧୁମିଳନ ହୋଇଥିଲା। ପୂଜା ପୂଜ୍ୟ ଅନୁଯାୟୀ ବିଦ୍ୟାଳୟର ପୁରାତନ ଓ ନୂତନ…

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ତୃତୀୟ ସଂଧ୍ୟା

ଢେଙ୍କାନାଳ:  ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ବାଜିଚୌକସ୍ଥିତ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭଜନ ସମାରୋହର ଆୟୋଜନ କରାଯାଇଛି । ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ବରିଷ୍ଠ ଉପଦେଷ୍ଟା ଗଗନ ନନ୍ଦ, ସଂପାଦକ…

ଭୁବନ ଥାନା ଆଇ ଆଇ ସି ପ୍ରଶାନ୍ତ ପାତ୍ର ଙ୍କୁ ବିଦାୟ , ସୌଭାଗ୍ୟ ସ୍ୱାଇଁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନ: ଭୁବନ ଥାନାରେ ଆଜି ପୂର୍ବତନ ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ କରାଯାଇଥିଲା । କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉଭୟ…