Take a fresh look at your lifestyle.
Daily Archives

July 28, 2022

ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହୁତି ଉଦ୍ୟମ

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି ଉଦ୍ୟମ କରିଥିଲେ । ବ୍ଲକ ପ୍ରଶାସନ…

ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ଆଦିତ୍ୟର ଚିକିତ୍ସା ପାଇଁ ସମ ହସ୍ପିଟାଲରେ ଭର୍ତି କଲେ

କାମାକ୍ଷାନଗର: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଂଚାୟତ ତୋରଡ଼ାନାଳୀ ଗ୍ରାମର ଦୁର୍ଯ୍ୟୋଧନ ସାହୁଙ୍କ ପୁଅ ଆଦିତ୍ୟ ସାହୁ(୧୨)ଅଜଣା ରୋଗରେ ପୀଡିତ । ୩ ବର୍ଷ ହେଲାଣି ଆଦିତ୍ୟ ଙ୍କ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳ ପ୍ରଚଳ ହେଉ ନାହିଁ । ଖେଳ କୁଦ ପାଠ ପଢିବା ବୟସରେ ଶଯ୍ୟାଶାୟୀ ।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ,୨ ଜଣ ଅଟକ

କଙ୍କଡାହାଡ଼: ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଓ ଷଣ୍ଢ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ। ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା…

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଓଡିଆ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ତନ୍ମୟ କବିଙ୍କର ବିଦାୟ କାଳୀନ ଉତ୍ସବ ତା ୨୮.୦୭.୨୦୨୨ ରିଖ ଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ…